ଏଫଟିଆଇଆଇ ପ୍ରସଙ୍ଗ: ଆଇବି ମନ୍ତ୍ରଣାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦିନକୁ ଦିନ ତେଜିବାରେ ଲାଗିଛି ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏଫଟିଆଇଆଇ)ର ଅଧ୍ୟକ୍ଷ ଭାବେ ଗଜେନ୍ଦ୍ର ଚୌହାନଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗ। ଏହାକୁ ବିରୋଧ କରି ଆଇ ଆଣ୍ଡ ବି ମନ୍ତ୍ରଣାଳୟ ସମ୍ମୁଖରେ ଚାଲିଥିବା ଅନଶନରେ ଅନ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ,ଏଫଟିଆଇଆଇ ପୁନେ, ଜେଏନୟୁ ଓ ଜମିଆ ମିଲ୍ଲିଆ ଇସିଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଇ ଆଣ୍ଡ ବି ମନ୍ତ୍ରଣାଳୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସୂଚନାଯୋଗ୍ୟ […]

ftii hunger strike

ftii hunger strike

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 12:49 PM IST

Sports

Latest News

ftii hunger strikeନୂଆଦିଲ୍ଲୀ: ଦିନକୁ ଦିନ ତେଜିବାରେ ଲାଗିଛି ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏଫଟିଆଇଆଇ)ର ଅଧ୍ୟକ୍ଷ ଭାବେ ଗଜେନ୍ଦ୍ର ଚୌହାନଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗ। ଏହାକୁ ବିରୋଧ କରି ଆଇ ଆଣ୍ଡ ବି ମନ୍ତ୍ରଣାଳୟ ସମ୍ମୁଖରେ ଚାଲିଥିବା ଅନଶନରେ ଅନ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ମଙ୍ଗଳବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ,ଏଫଟିଆଇଆଇ ପୁନେ, ଜେଏନୟୁ ଓ ଜମିଆ ମିଲ୍ଲିଆ ଇସିଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଇ ଆଣ୍ଡ ବି ମନ୍ତ୍ରଣାଳୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀମାନେ ଅନଶନରେ ବସିଥିଲେ। ଏହାକୁ ବେଆଇନ କହିବା ସହ ଆଇନଶୃଙ୍ଖଳା ଦ୍ୱାହି ଦେଇ ପୋଲିସ ୧୨ ଜଣ ଛାତ୍ରଙ୍କୁ ଉଠାଇ ନେଇଥିଲା। ଏହାକୁ ବିରୋଧ କରି ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆମରଣ ଅନଶନରେ ଆରମ୍ଭ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story