ଗୌହାଟିରେ ଥିବା ଗାନ୍ଧୀ ମୂର୍ତ୍ତି ବଦଳାଯିବା ନିଷ୍ପତ୍ତିକୁ ନେଇ ବିବାଦ

ନୂଆଦିଲ୍ଲୀ: ଆସାମ ରାଜ୍ୟର ଗୌହାଟିରେ ଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିକୁ ବଦଳା ଯିବ। ୧୯୭୦ ମସିହାରେ ଏହାର ସ୍ଥାପନା କରାଯାଇଥିଲା। ଦେଶର ଜଣାଶୁଣା ମୂର୍ତ୍ତୀକାର ରାମକିଙ୍କର ବୋଜ ଏହାକୁ ନିର୍ମାଣ କରିଥିଲେ। ମୂର୍ତ୍ତି ପରିବର୍ତ୍ତନ କରାଯିବା ନେଇ କାମରୂପ ଜିଲ୍ଲା ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୂର୍ତ୍ତି ପରିବର୍ତ୍ତନ ନେଇ ଯେଉଁ ତଥ୍ୟ ରଖାଯାଇଛି ତାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ଗୌହାଟିର ମଧ୍ୟସ୍ଥଳରେ […]

gandhi-mandap

gandhi-mandap

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 03:34 PM IST

Sports

Latest News

ନୂଆଦିଲ୍ଲୀ: ଆସାମ ରାଜ୍ୟର ଗୌହାଟିରେ ଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିକୁ ବଦଳା ଯିବ। ୧୯୭୦ ମସିହାରେ ଏହାର ସ୍ଥାପନା କରାଯାଇଥିଲା। ଦେଶର ଜଣାଶୁଣା ମୂର୍ତ୍ତୀକାର ରାମକିଙ୍କର ବୋଜ ଏହାକୁ ନିର୍ମାଣ କରିଥିଲେ। ମୂର୍ତ୍ତି ପରିବର୍ତ୍ତନ କରାଯିବା ନେଇ କାମରୂପ ଜିଲ୍ଲା ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୂର୍ତ୍ତି ପରିବର୍ତ୍ତନ ନେଇ ଯେଉଁ ତଥ୍ୟ ରଖାଯାଇଛି ତାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ।

ଗୌହାଟିର ମଧ୍ୟସ୍ଥଳରେ ଥିବା ଗାନ୍ଧୀ ମଣ୍ଡପ ଗାର୍ଡନରେ ଥିବା ଏହି ମୂର୍ତ୍ତି ଠିକ୍‌ରେ ବନା ଯାଇ ନଥିବା ଓ ଏଥିରେ ବିକୃତି ଥିବା କୁହାଯାଇଛି। ଏଥିପାଇଁ ଏହାକୁ ବଦଳା ଯିବା ସହ ନୂଆ ମୂର୍ତ୍ତି ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ କଳାକାର ଓ ସମୀକ୍ଷକମାନେ ଏପରି ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି। ଏପରି ନିଷ୍ପତ୍ତି ଅପରାଧିକ ଘଟଣା ବୋଲି କହିଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ବୈଠକରେ ସାମିଲ ହୋଇଥିବା ଗୌହାଟିର ବିଜେପି ବିଧାୟକ ସିଦ୍ଧାର୍ଥ ଭଟ୍ଟାଚର୍ଯ୍ୟ କହିଛନ୍ତି- “ଏହି ମୂର୍ତ୍ତିଟି ବହୁତ ପୁରୁଣା। ଏହା ଠିକ୍‌ରେ ନିର୍ମାଣ କରାଯାଇ ନଥିବାରୁ ବିକୃତ ଲାଗୁଛି। ଏଥିପାଇଁ ଏକ ନୂଆ ମୂର୍ତ୍ତି ନିର୍ମାଣ କରାଯାଇ ପୁରୁଣା ସ୍ଥାନରେ ସ୍ଥାପନ କରାଯିବ।

ସେ ଆହୁରି କହିଛନ୍ତି- “ମୂର୍ତ୍ତିରେ ଥିବା ହାତଗୋଡ କୌଣସି ପ୍ରକାରରେ ଗାନ୍ଧୀଜୀଙ୍କ ପରି ଲାଗୁନାହିଁ। ତାଙ୍କ ଚେହେରା ବନାଇବା ବେଳେ ବିକୃତ କରିଦିଆଯାଇଛି। ଏପରିକି ତାଙ୍କ ଚଷମା ଠିକ୍‌ ନାହିଁ। ଏହି କାରଣରୁ ଏହାକୁ ବଦଳା ଯିବାକୁ ନିଷ୍ପତ୍ତି ନିଆଯାଇଛି।

୧୯୭୦ ଅକ୍ଟୋବର ୨ ତାରିଖରେ ଆସାମର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଷ୍ଣୁରାମ ମେଢ଼ୀ ଏହାକୁ ଉଦ୍‌ଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story