ବନ୍ଧୁକ ମୁନରେ ଗଣବଳାତ୍କାର : ସ୍ୱାମୀ ଏବଂ ଛୁଆ ସାମ୍ନାରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

  ମୁଜାଫରନଗର: ବନ୍ଧୁକ ମୁନରେ ଗଣବଳାତ୍କାର। ସ୍ୱାମୀ ଏବଂ ଛୁଆ ସାମ୍ନାରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।ଉତ୍ତରପ୍ରଦେଶ ମୁଜାଫରନଗରରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଭଳି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୨୫ ବର୍ଷୀୟା ମହିଳା। ପୀଡିତାଙ୍କ କହିବା ଅନୁସାରେ, ତାଙ୍କ ଛୁଆକୁ ବନ୍ଧକ ରଖି ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି।  ମହିଳା ଜଣଙ୍କ ତାଙ୍କର ୩ମାସର ଛୁଆକୁ ଡାକ୍ତର ପାଖରେ ଦେଖାଇ ଘରକୁ ଫେରୁଥିବା ବେଳେ ୪ଜଣ […]

rape-1

rape-1

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 08:37 PM IST

Sports

Latest News

ମୁଜାଫରନଗର: ବନ୍ଧୁକ ମୁନରେ ଗଣବଳାତ୍କାର। ସ୍ୱାମୀ ଏବଂ ଛୁଆ ସାମ୍ନାରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।ଉତ୍ତରପ୍ରଦେଶ ମୁଜାଫରନଗରରେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଭଳି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୨୫ ବର୍ଷୀୟା ମହିଳା।

ପୀଡିତାଙ୍କ କହିବା ଅନୁସାରେ, ତାଙ୍କ ଛୁଆକୁ ବନ୍ଧକ ରଖି ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି।  ମହିଳା ଜଣଙ୍କ ତାଙ୍କର ୩ମାସର ଛୁଆକୁ ଡାକ୍ତର ପାଖରେ ଦେଖାଇ ଘରକୁ ଫେରୁଥିବା ବେଳେ ୪ଜଣ ଦୁଅର୍ବୃତ୍ତ ଏକ କାରରେ ଆସି ଏକ ନିଛାଟିଆ ସ୍ଥାନକୁ ଟେକିନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ପୋଲିସ କହିଛି। ହେଲେ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story