ଅମିତ ଶାହଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ: ବାଲାକୋଟ୍‌ ଆକ୍ରମଣରେ ମରିଛନ୍ତି ୨୫୦ ଆତଙ୍କୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାକିସ୍ତାନରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ଜୋର ଧରିଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ମତ ଉପସ୍ଥାପନ କରିଛନ୍ତି। ଏୟାର ଷ୍ଟ୍ରାଇକ୍‌ରେ କେତେ ଆତଙ୍କୀ ପ୍ରାଣ ହରାଇଛନ୍ତି, ସେକଥା ବାୟୁସେନା କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲେ ହେଁ ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବେଶ ବିଶ୍ୱାସର ସହ ୨୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା କହିଥିଲେ। ଏହାକୁ ନେଇ ବିରୋଧୀ […]

vk

vk

Hemant Lenka
  • Published: Tuesday, 05 March 2019
  • Updated: 05 March 2019, 09:05 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାକିସ୍ତାନରେ କରିଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ଜୋର ଧରିଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ମତ ଉପସ୍ଥାପନ କରିଛନ୍ତି।

ଏୟାର ଷ୍ଟ୍ରାଇକ୍‌ରେ କେତେ ଆତଙ୍କୀ ପ୍ରାଣ ହରାଇଛନ୍ତି, ସେକଥା ବାୟୁସେନା କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲେ ହେଁ ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବେଶ ବିଶ୍ୱାସର ସହ ୨୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା କହିଥିଲେ। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ କରିବା ସହ କେନ୍ଦ୍ର ସରକାର ଜାଣି ନଥିବା ବେଳେ ଶ୍ରୀ ଶାହ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଥିଲେ।

ତେବେ ବିବାଦ ବଢ଼ିବାରୁ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଆଜି ଶ୍ରୀ ଶାହ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଗୁଇନ୍ଦା ତଥ୍ୟ ଅନୁସାରେ ଏୟାର ଷ୍ଟ୍ରାଇକ୍‌ ଯୋଗୁ ଅନ୍ୟୂନ ୨୫୦ ଜଣ ଆତଙ୍କୀ ନିହତ ହୋଇଥାଇପାରନ୍ତି। ବିଜେପି ମୁଖ୍ୟ ନିର୍ଦ୍ଦିଷ୍ଟ ଭାବେ ଯେ ୨୫୦ ଜଣ ଆତଙ୍କୀ ପ୍ରାଣ ହରାଇଥିବା କହି ନଥିଲେ।

କେବଳ ଅନୁମାନ କରିଥିଲେ। ଏୟାର ଷ୍ଟ୍ରାଇକ୍‌ ବେଳେ ଯେଉଁମାନେ ସେଠାରେ ଥିଲେ, ସେଇମାନେ ପ୍ରାଣ ହରାଇଛନ୍ତି। ଅନୁମାନ କରାଯାଉଛି ସେଠାରେ ୨୫୦ ଜଣ ଆତଙ୍କବାଦୀ ରହିଥିଲେ। ଅମିତ ଶାହ ମଧ୍ୟ ସେଇଆ କହିଥିଲେ

ଫେବୃଆରୀ ୧୪ ପୁଲୱାମା ଆକ୍ରମଣ ପରେ ୨୬ ତାରିଖରେ ବାୟୁସେନା ପକ୍ଷରୁ ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story