ଘରୋଇ ସହାୟିକାଙ୍କୁ ମାରପିଟ୍ ଅଭିଯୋଗ, ବିନୋଦ କାମ୍ବିଲଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ମାରପିଟ୍ ଅଭିଯୋଗ କରି ପୂର୍ବତନ କ୍ରିକେଟ୍ ଖେଳାଳି ବିନୋଦ କାମ୍ବଲି ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଏଫଆଇଆର ଦେଇଛନ୍ତି ସେମାନଙ୍କ ଘରୋଇ ସହାୟିକ।। ତାଙ୍କ ନାଁ ସୋନି। ସେ ଦୁଇ ବର୍ଷ ହେଲାଣି ବିନୋଦ କାମ୍ବିଲଙ୍କ ଘରେ କାର୍ଯ୍ୟ କରି ଆସୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଦରମା ମାଗିବାରୁ ବିନୋଦ ଓ ତାଙ୍କ ପତ୍ନୀ ଆଣ୍ଡ୍ରିଆ ତାଙ୍କୁ ମାଡ଼ ମାରିବା ସହିତ ତିନି ଦିନ ପର୍ଯ୍ୟନ୍ତ ଗୋଟିଏ ରୁମରେ ତାଲା ପକାଇ ରଖି ଦେଇଥିଲେ। […]

vinodakambli

Rakesh Mallick
  • Published: Sunday, 30 August 2015
  • , Updated: 30 August 2015, 08:46 AM IST

ମୁମ୍ବାଇ: ମାରପିଟ୍ ଅଭିଯୋଗ କରି ପୂର୍ବତନ କ୍ରିକେଟ୍ ଖେଳାଳି ବିନୋଦ କାମ୍ବଲି ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଏଫଆଇଆର ଦେଇଛନ୍ତି ସେମାନଙ୍କ ଘରୋଇ ସହାୟିକ।। ତାଙ୍କ ନାଁ ସୋନି। ସେ ଦୁଇ ବର୍ଷ ହେଲାଣି ବିନୋଦ କାମ୍ବିଲଙ୍କ ଘରେ କାର୍ଯ୍ୟ କରି ଆସୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଦରମା ମାଗିବାରୁ ବିନୋଦ ଓ ତାଙ୍କ ପତ୍ନୀ ଆଣ୍ଡ୍ରିଆ ତାଙ୍କୁ ମାଡ଼ ମାରିବା ସହିତ ତିନି ଦିନ ପର୍ଯ୍ୟନ୍ତ ଗୋଟିଏ ରୁମରେ ତାଲା ପକାଇ ରଖି ଦେଇଥିଲେ। ଅଭିଯୋଗ ପାଇବା ପରେ ବାନ୍ଦ୍ରା ଥାନା ପୋଲିସ୍ ବିନୋଦ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୪୨, ୫୦୪, ୫୦୬ ଓ ୩୪ ଅନୁଯାୟୀ ମାମଲା ରୁଜୁ କରିଛି।

Related story