ବାଣ କାରଖାନାରେ ନିଆଁ ଲାଗି ୮ ମୃତ

ଗାଜିଆବାଦ: ପେନସିଲ୍ ବୋମା ତିଆରି ହେଉଥିବା କାରଖାନାରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଆଜି ଅପରାହ୍ନରେ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ଜଣେ ଛୋଟ ଛୁଆ ରହିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛି। ତେବେ ଏହି ବାଣ କାରଖାନା ବେଆଇନ୍ ବୋଲି ଜଣାପଡ଼ିଛି। […]

Ghaziabad Modinagar Pencil Factory Fire

Ghaziabad Modinagar Pencil Factory Fire

Subhransu Sekhar
  • Published: Sunday, 05 July 2020
  • Updated: 05 July 2020, 06:07 PM IST

Sports

Latest News

ଗାଜିଆବାଦ: ପେନସିଲ୍ ବୋମା ତିଆରି ହେଉଥିବା କାରଖାନାରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଆଜି ଅପରାହ୍ନରେ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ଜଣେ ଛୋଟ ଛୁଆ ରହିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛି।

ତେବେ ଏହି ବାଣ କାରଖାନା ବେଆଇନ୍ ବୋଲି ଜଣାପଡ଼ିଛି। କାରଖାନା ଭିତରେ ଜନ୍ମଦିନ କେକ କାଟୁଥିବା ବେଳେ ନିଆଁ ଲାଗିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ଦୁର୍ଘଟଣା ବାବଦରେ ଜଣା ପଡ଼ିବା ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ପରିଚୟ ମିଳିପାରି ନାହିଁ। ଗାଁ ଭିତରେ କାରଖାନାଟି ଚାଲୁଥିବାରୁ ସ୍ଥାନୀୟ ଲୋକ ହୋଇଥାଇପାରନ୍ତି ବୋଲି ସୂଚନା ରହିଛି।

ଅଗ୍ନିଶମ ଟିମର ଅଧିକାରୀ ସୁନୀଲ କୁମାର ସିଂହ କହିଛନ୍ତି, ଅପରାହ୍ନ ୪ଟାରେ ଏହି ଅଘଟଣ ଘଟିଛି। ନିଆଁଟି ପ୍ରଥମେ ଏକ ଛପରରେ ଲାଗିଥିା। ପରେ ବାଣ କାରଖାନାକୁ ବ୍ୟାପିଛି। କାରଖାନା ଭିତରେ କାମ କରୁଥିବା ଲୋକମାନେ ବାହାରକୁ ବାହାରି ପାରିନଥିଲେ ତେଣୁ ଅଣ ନିଃଶ୍ୱାସୀ ହୋଇ ପଡ଼ିଥିଲେ। ତେଣୁ ସେମାନଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story