ଅନ୍ଧବିଶ୍ୱାସର ସୀମା ନାହିଁ: ଆମେରିକାରେ ବି ଭୂତ ଭୟ

କୁହାଯାଏ ଶିକ୍ଷିତ ଲୋକେ ଭୂତପ୍ରେତ ଉପରେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଦେଖାଯାଉଛି ଉଚ୍ଚଶିକ୍ଷିତମାନେ ବି ଭୂତକୁ ବିଶ୍ୱାସ କରନ୍ତି ଓ ଡରନ୍ତି। ଏବେ ଏମିତି ଏକ ଖବର ଆସିଛି ଆମେରିକାରୁ। ଖବରଟି ସିନା ଆମେରିକାର କିନ୍ତୁ ଭୂତକୁ ଡରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭାରତୀୟ। ସେ ହେଉଛନ୍ତି ଏୟାର ଇଣ୍ଡିଆର ଜଣେ କ୍ରୁ ମେମ୍ବର। ଆମେରିକାରେ ତାଙ୍କୁ ଘାରିଛି ଭୂତ ଭୟ। ପୂରା କଥାଟି ହେଉଛି ଏମିତି। ଆମେରିକାର ଚିକାଗୋ ସହରରେ ଯେଉଁ ହୋଟେଲ୍‌ରେ ଏୟାର […]

airindia

airindia

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 10:00 AM IST

Sports

Latest News

କୁହାଯାଏ ଶିକ୍ଷିତ ଲୋକେ ଭୂତପ୍ରେତ ଉପରେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଦେଖାଯାଉଛି ଉଚ୍ଚଶିକ୍ଷିତମାନେ ବି ଭୂତକୁ ବିଶ୍ୱାସ କରନ୍ତି ଓ ଡରନ୍ତି। ଏବେ ଏମିତି ଏକ ଖବର ଆସିଛି ଆମେରିକାରୁ। ଖବରଟି ସିନା ଆମେରିକାର କିନ୍ତୁ ଭୂତକୁ ଡରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭାରତୀୟ। ସେ ହେଉଛନ୍ତି ଏୟାର ଇଣ୍ଡିଆର ଜଣେ କ୍ରୁ ମେମ୍ବର। ଆମେରିକାରେ ତାଙ୍କୁ ଘାରିଛି ଭୂତ ଭୟ। ପୂରା କଥାଟି ହେଉଛି ଏମିତି।

ଆମେରିକାର ଚିକାଗୋ ସହରରେ ଯେଉଁ ହୋଟେଲ୍‌ରେ ଏୟାର ଇଣ୍ଡିଆ କ୍ରୁ ମେମ୍ବରଙ୍କ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯାଇଛି ସେଠାରେ ଭୂତ ଅଛି ବୋଲି କହିଛନ୍ତି ଏହି କର୍ମଚାରୀ ଜଣଙ୍କ। ଆଉ ସେଥିପାଇଁ ହୋଟେଲ୍ ପରିବର୍ତ୍ତନ କରିବାକୁ ସେ ଏୟାର ଇଣ୍ଡିଆ ମ୍ୟାନେଜ୍‌ମେଣ୍ଟକୁ ଅନୁରୋଧ କରିଛନ୍ତି। ଏହାର ଯାଞ୍ଚ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏୟାର ଇଣ୍ଡିଆର ଜଣେ କ୍ୟାବିନ୍ ଡେପୁଟି ଚିଫ୍ ଅଭିଯୋଗ କରିଛନ୍ତି ଯେ ଚିକାଗୋର ଏକ ହୋଟେଲ୍‌ରେ ଭୂତପ୍ରେତ ଅଛନ୍ତି। ସେଥିପାଇଁ ସେଠାରେ ରହୁଥିବା ଲୋକେ ଏକାଠି ହୋଇ ଗୋଟିଏ ଗୋଟିଏ ରୁମ୍‌ରେ ଶୋଉଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ହୋଟେଲ୍‌ରେ ଭୂତ ଥିବା ନେଇ ଅନ୍‌ଲାଇନ୍‌ରେ ମଧ୍ୟ ସୂଚନା ରହିଛି। ସେ ୨୦୧୬ରୁ ଏହି ହୋଟେଲ୍‌କୁ ଆସୁଛନ୍ତି। ଯେତେବେଳେ ବି ଏହି ହୋଟେଲ୍‌ରେ ରହିଛନ୍ତି କିଛି ନା କିଛି ଅଘଟଣ ଘଟିଛି। ତେଣୁ ତୁରନ୍ତ ଏହାର ଯାଞ୍ଚ କରାଯାଇ ହୋଟେଲ୍ ବଦଳାଯାଉ ବୋଲି ସେ ଚିଠି ଲେଖି ଅନୁରୋଧ କରିଛନ୍ତି। ହୋଟେଲ୍ ନ ବଦଳାଇବା ପର୍ଯ୍ୟନ୍ତ ଚିକାଗୋକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ତାଙ୍କୁ ଡ୍ୟୁଟିରେ ନିୟୋଜିତ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story