ପ୍ରେମିକ ସହ ମିଶି ଭାଇକୁ ମାରିଦେଲା ଭଉଣୀ

ଉତ୍ତରପ୍ରଦେଶ: ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ଭଉଣୀ । ପ୍ରେମିକ ସହ ମିଶି ରଡରେ ପିଟିପିଟି ଭାଇକୁ ମାରିଦେଲା ବଡ ଭଉଣୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରେଦଶର ପ୍ରୟାଗରାଜ ଜିଲ୍ଲାରେ । ପ୍ରୟାଗରାଜର କୌନ୍ଧିଆରା ସ୍ଥିତ ବଡଗୋହନାରେ ଗୁରୁବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ୧୪ ବର୍ଷିୟ ନାବାଳକର ମୃତେଦହ ଖଟ ଉପରୁ ମିଳିଥିଲା । କିଏ ଏବଂ କେଉଁ ଉଦ୍ଦେଶ୍ୟରେ ନାବାଳକକୁ ହତ୍ୟା କରିଛି ଜଣାପଡିନଥିବା ବେଳେ ଘଟଣାସ୍ଥଳରେ […]

murder

murder

Madhupriya Mistry
  • Published: Sunday, 27 December 2020
  • Updated: 27 December 2020, 10:42 AM IST

Sports

Latest News

ଉତ୍ତରପ୍ରଦେଶ: ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ଭଉଣୀ । ପ୍ରେମିକ ସହ ମିଶି ରଡରେ ପିଟିପିଟି ଭାଇକୁ ମାରିଦେଲା ବଡ ଭଉଣୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରେଦଶର ପ୍ରୟାଗରାଜ ଜିଲ୍ଲାରେ ।

ପ୍ରୟାଗରାଜର କୌନ୍ଧିଆରା ସ୍ଥିତ ବଡଗୋହନାରେ ଗୁରୁବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ୧୪ ବର୍ଷିୟ ନାବାଳକର ମୃତେଦହ ଖଟ ଉପରୁ ମିଳିଥିଲା । କିଏ ଏବଂ କେଉଁ ଉଦ୍ଦେଶ୍ୟରେ ନାବାଳକକୁ ହତ୍ୟା କରିଛି ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ପୁଲିସ ସୂଚନା ମୁତାବକ, ବୁଧବାର ରାତିରେ ଘରେ ୧୪ ବର୍ଷୀୟ ନାବାଳକ ତା’ ବଡ ଭଉଣୀ ସହ ଏକୁଟିଆ ଥିଲା । ଏତିକି ବେଳେ ଭଉଣୀ ଘରେ କିଏ ନଥିବାର ସୁଯୋଗ ପାଇ ପ୍ରେମିକକୁ ଘରକୁ ଡାକିଥିଲା । ପରେ ନାବାଳକ ଭାଇ ରାତିରେ ଦୁହିଁଙ୍କୁ ଏକାଠି ଦେଖିଥିଲା ଏବଂ ବାପାଙ୍କୁ କହିଦେବି ବୋଲି ଭଉଣୀକୁ ଧମକ ଦେଇଥିଲା । ଏଥିରେ ଉଭଣୀ ଉତକ୍ଷିପ୍ତ ହୋଇ ପ୍ରେମିକ ସହ ମିଶି ନାବାଳକ ଭାଇକୁ ରଡରେ ପିଟିପିଟି ହତ୍ୟା କରିଦେଇଥିଲା । ହତ୍ୟା ପରେ ପ୍ରେମିକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସକାଳୁ ଭାଇକୁ କେହି ହତ୍ୟା କରି ଚାଲିଯାଇଥିବା ନେଇ ଭଉଣୀ ପରିବାର ଲୋକେ ଓ ପୁଲିସକୁ ସୂଚନା ଦେଇଥିଲା ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଭଉଣୀକୁ ପୁଲିସ ପଚରା ଉଚରା ପରେ ଏବଂ ପ୍ରାଥମିକ ତଦନ୍ତରୁ ସେ ହିଁ ହତ୍ୟାକାରୀ ବୋଲି ଜଣାପଡିଛି । ଅଭିଯୁକ୍ତ ଭଉଣୀ ଏବଂ ତା’ପ୍ରେମିକଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story