ସମୁଦ୍ର କୂଳରୁ ମିଳିଲା ପୁଟୁଳା: ଖୋଲାଯିବା ପରର ଦୃଶ୍ୟ ଥିଲା ହୃଦୟ ବିଦାରକ

ମୁମ୍ବାଇ: କୁହାଯାଏ ମୁମ୍ବାଇରେ କେବେ ରାତି ହୁଏ ନାହିଁ। ଏହାର ଅର୍ଥ ଦେଶର ଏହି ବ୍ୟବସାୟୀ ରାଜଧାନୀ ଥାଏ ୨୪ ଘଣ୍ଟା ଚଳଚଞ୍ଚଳ। ମୁମ୍ବାଇର ସବୁଠାରୁ ବ୍ୟସ୍ତବହୁଳ ଅଞ୍ଚଳ ଭାବେ ଜୁହୁ ପରିଚିତ। ହେଲେ ଜୁହୁ ସ୍ଥିତ କୋଲିୱାଡା ବିଚ୍‌ରେ ପଡିଥିବା ଏକ ପୁଟୁଳା ଭିତରୁ ପୋଲିସ ଏମିତି କିଛି ପାଇଛି, ଯାହାକୁ ଦେଖିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ। ଘଟଣାଟି ଏପରି। ବୁଧବାର ସନ୍ଧ୍ୟାରେ କୋଲିୱାଡା ବିଚ୍‌ରେ ଏକ ପୁଟୁଳା ପଡିଥିବା ମୁକେଶ ନାମକ […]

Juhu-beach

Juhu-beach

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 02:22 PM IST

Sports

Latest News

ମୁମ୍ବାଇ: କୁହାଯାଏ ମୁମ୍ବାଇରେ କେବେ ରାତି ହୁଏ ନାହିଁ। ଏହାର ଅର୍ଥ ଦେଶର ଏହି ବ୍ୟବସାୟୀ ରାଜଧାନୀ ଥାଏ ୨୪ ଘଣ୍ଟା ଚଳଚଞ୍ଚଳ। ମୁମ୍ବାଇର ସବୁଠାରୁ ବ୍ୟସ୍ତବହୁଳ ଅଞ୍ଚଳ ଭାବେ ଜୁହୁ ପରିଚିତ। ହେଲେ ଜୁହୁ ସ୍ଥିତ କୋଲିୱାଡା ବିଚ୍‌ରେ ପଡିଥିବା ଏକ ପୁଟୁଳା ଭିତରୁ ପୋଲିସ ଏମିତି କିଛି ପାଇଛି, ଯାହାକୁ ଦେଖିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ।

ଘଟଣାଟି ଏପରି। ବୁଧବାର ସନ୍ଧ୍ୟାରେ କୋଲିୱାଡା ବିଚ୍‌ରେ ଏକ ପୁଟୁଳା ପଡିଥିବା ମୁକେଶ ନାମକ ଜଣେ ମତ୍ସ୍ୟଜୀବୀ ଦେଖିଥିଲେ। ପାଖକୁ ଯାଇ ଦେଖିଥିଲେ ସେଥିରୁ ଏକ ଗୋଡ ବାହାରକୁ ବାହାରିଛି। ଏହାପରେ ମୁକେଶ ପୋଲିସ୍‌କୁ ଖବର ଦେଇଥିଲେ। ଖବର ପାଇବା ପରେ ଜୁହୁ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ପୁଟୁଳା ଖୋଲିଥିଲା। ପୁଟୁଳା ଖୋଲାଯିବା ପରର ଦୃଶ୍ୟ ଥିଲା ଅତ୍ୟନ୍ତ ଅମାନବୀୟ ଓ ହୃଦୟ ବିଦାରକ। କାରଣ ପୁଟୁଳାରେ ବନ୍ଧା ଯାଇଥିଲା ଜଣେ ଯୁବତୀଙ୍କ ମୃତଦେହ।

ଅତି ନୃଶଂସ ଭାବେ ଯୁବତୀଙ୍କୁ ହତ୍ୟା କରାଯାଇଛି। ଯୁବତୀଙ୍କ ମୁହଁ, ଗଳା ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ହାତଗୋଡ ଭାଙ୍ଗି ପୁଟୁଳା ଭିତରେ ଭର୍ତ୍ତି କରାଯାଇଛି।

ମୃତ ଯୁବତୀର ପରିଚୟ ମିଳିପାରିନାହିଁ। ତାଙ୍କ ବୟସ ୨୨ରୁ ୨୪ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ୍‌ ଘଟଣାର ତନାଘନା ଆରମ୍ଭ କରିଦେଇଛି।

ଟାଟୁ ହୋଇପାରେ ସୁରାକ

ମୃତ ଯୁବତୀଙ୍କ ଶରୀରରେ ଏକ ଟାଟୁ ରହିଛି। ଏହା ଏକ ‘ଟେକର ବେଲ୍‌’ର ଟାଟୁ। ଏହାକୁ ଆଧାର କରି ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିରୁ ଯୁବତୀଙ୍କ ପରିଚୟ ମିଳିବ ବୋଲି ପୋଲିସ୍‌ ଆଶା ରଖିଛି।

ଆଖପାଖର ପୋଲିସ୍‌ ଷ୍ଟେସନ ଗୁଡିକରେ କୌଣସି ଯୁବତୀ ନିଖୋଜ ହୋଇଥିବା ନେଇ ମାମଲା ହୋଇଛି କି ନାହିଁ ତାହାକୁ ମଧ୍ୟ ଯାଞ୍ଚ କରାଯାଉଛି। ପୋଲିସ୍‌ର ଏକ ଟିମ୍‌ ଜୁହୁ ବିଚ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଚେକ୍‌ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story