ଲମ୍ବା କେଶ ପାଇଁ ୱାର୍ଲଡ୍‌ ରେକର୍ଡ

ନୂଆଦିଲ୍ଲୀ: ଗୁଜରାଟ୍‌ର ୧୬ ବର୍ଷ ବୟସର ଝିଅ ନୀଲାଂଶି ପଟେଲ୍‌ ଏବେ ଚର୍ଚ୍ଚାରେ। ସେ ନିଜ ଲମ୍ବା କେଶ ପାଇଁ ଗିନିସ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଟିନ୍‌ ଏଜର୍‌ କ୍ୟାଟାଗୋରୀରେ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି କ୍ୟାଟାଗୋରୀରେ ନୀଲାଂଶିଙ୍କ ୫ ଫୁଟ୍‌ ୭ ଇଞ୍ଚ ଲମ୍ବାର କେଶ ସବୁଠୁ ଲମ୍ବା ବୋଲି ପ୍ରମାଣିତ ହୋଇଛି। ଗୁଜରାଟର ମୋଡାସାରେ ରହୁଥିବା ନୀଲାଂଶି ପଟେଲ୍‌ଙ୍କୁ ତାଙ୍କ ସାଙ୍ଗମାନେ ‘ରାପଞ୍ଜେଲ୍‌’ ବୋଲି ଡାକନ୍ତି। ସୂଚନା ଅନୁଯାୟୀ, ୨୦୧୮ ଆରମ୍ଭରେ […]

nilanshi-01_122618125406

nilanshi-01_122618125406

Biswobandita Swain
  • Published: Thursday, 27 December 2018
  • Updated: 27 December 2018, 06:57 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟ୍‌ର ୧୬ ବର୍ଷ ବୟସର ଝିଅ ନୀଲାଂଶି ପଟେଲ୍‌ ଏବେ ଚର୍ଚ୍ଚାରେ। ସେ ନିଜ ଲମ୍ବା କେଶ ପାଇଁ ଗିନିସ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଟିନ୍‌ ଏଜର୍‌ କ୍ୟାଟାଗୋରୀରେ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି କ୍ୟାଟାଗୋରୀରେ ନୀଲାଂଶିଙ୍କ ୫ ଫୁଟ୍‌ ୭ ଇଞ୍ଚ ଲମ୍ବାର କେଶ ସବୁଠୁ ଲମ୍ବା ବୋଲି ପ୍ରମାଣିତ ହୋଇଛି।

ଗୁଜରାଟର ମୋଡାସାରେ ରହୁଥିବା ନୀଲାଂଶି ପଟେଲ୍‌ଙ୍କୁ ତାଙ୍କ ସାଙ୍ଗମାନେ 'ରାପଞ୍ଜେଲ୍‌' ବୋଲି ଡାକନ୍ତି। ସୂଚନା ଅନୁଯାୟୀ, ୨୦୧୮ ଆରମ୍ଭରେ ଏହି ବର୍ଗରେ ସବୁଠୁ ଅଧିକ ଲମ୍ବା କେଶ ଆର୍ଜେଣ୍ଟିନାଆର ଆବ୍ରିଲ୍‌ ଲରେନ୍‌ଡଟିଙ୍କ ପାଖରେ ଥିଲା। ଏହାପରେ ଏହି ରେକର୍ଡକୁ ୧୭ବର୍ଷୀୟା କିଟୋ କୱାହରା ଭାଙ୍ଗିଥିଲେ। ବର୍ଷ ଶେଷରେ ନୀଲାଂଶି ଏହି ସମସ୍ତ ରେକର୍ଡକୁ ଭାଙ୍ଗି ନିଜ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ନୀଲାଂଶିଙ୍କ ବାପାଙ୍କ କହିବା ଅନୁଯାୟୀ, ନୀଲାଂଶିଙ୍କୁ ଏପରି ରେକର୍ଡ କରିବାର ଆଇଡିଆ ଗୋଆରୁ ମିଳିଥିଲା। ଯେତେବେଳେ ସେ ସେଠାକୁ ବୁଲିବାକୁ ଯାଇଥିଲେ, ସେତେବେଳେ ତାଙ୍କ ଲମ୍ବା କେଶ ଦେଖି ବିଦେଶୀ ପର୍ଯ୍ୟଟକ ନୀଲାଂଶିଙ୍କ ସହ ଫଟୋ ଉଠାଇବା ପାଇଁ ଚାଲି ଆସିଥିଲେ। ଏହା ପରେ ସେ ଘରକୁ ଆସି ଲମ୍ବା କେଶ ପାଇଁ ଥିବା ରେକର୍ଡ ସର୍ଚ୍ଚ କରିଥିଲେ ଏବଂ ସେହି ଅନୁସାରେ ପ୍ରସ୍ତୁତି ବି କରି ଦେଇଥିଲେ।

ନୀଲାଂଶିଙ୍କ ମା'ଙ୍କ କହିଛନ୍ଚି ଯେ ସୁସ୍ଥ କେଶ ପାଇଁ ନୀଲାଂଶି ସେପରି ବିଶେଷ କିଛି କରେନି। କେମିକାଲ୍‌ ପ୍ରସାଧନ ସାମଗ୍ରୀଠୁ ଦୂରେଇ ରୁହେ ଏବଂ ସପ୍ତାହକୁ ଥରେ କେଶ ଧୋଇ ଭଲ ଭାବେ ତେଲ ଲଗାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story