କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ କେଶ ଦାନ କଲେ ୮୦ରୁ ଅଧିକ ଛାତ୍ରୀ

ଚେନ୍ନାଇ : କ୍ୟାନ୍‌ସର୍‌ ସହିତ ଲଢ଼େଇ କରୁଥିବା ରୋଗୀ ଚିକିତ୍ସା ସମୟରେ ତାଙ୍କ ମୁଣ୍ଡର କେଶ ହରାଇଥା’ନ୍ତି। ତେଣୁ କେଶ ହରାଉଥିବା କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ୱିଗ୍‌ ପ୍ରସ୍ତୁତ କରିବାକୁ ତାମିଲନାଡୁର ଏକ ପ୍ରାଇଭେଟ୍‌ କଲେଜର ୮୦ରୁ ଅଧିକ ଛାତ୍ରୀ ସେମାନଙ୍କ ନିଜ କେଶ ଦାନ କରିଛନ୍ତି। ଯାହା ଏବେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି। ପାଖାପାଖି ୮ ଇଞ୍ଚ୍‌ର କେଶ ଦାନ କରିବା ପରେ ସେହି କଲେଜର ଜଣେ ଛାତ୍ରୀ କହିଛନ୍ତି, ‘୮ ଇଞ୍ଚ୍‌ର କେଶ […]

hair

hair

Puspanjali Panda
  • Published: Friday, 06 March 2020
  • Updated: 06 March 2020, 03:37 PM IST

Sports

Latest News

ଚେନ୍ନାଇ : କ୍ୟାନ୍‌ସର୍‌ ସହିତ ଲଢ଼େଇ କରୁଥିବା ରୋଗୀ ଚିକିତ୍ସା ସମୟରେ ତାଙ୍କ ମୁଣ୍ଡର କେଶ ହରାଇଥା’ନ୍ତି। ତେଣୁ କେଶ ହରାଉଥିବା କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ୱିଗ୍‌ ପ୍ରସ୍ତୁତ କରିବାକୁ ତାମିଲନାଡୁର ଏକ ପ୍ରାଇଭେଟ୍‌ କଲେଜର ୮୦ରୁ ଅଧିକ ଛାତ୍ରୀ ସେମାନଙ୍କ ନିଜ କେଶ ଦାନ କରିଛନ୍ତି। ଯାହା ଏବେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି।

ପାଖାପାଖି ୮ ଇଞ୍ଚ୍‌ର କେଶ ଦାନ କରିବା ପରେ ସେହି କଲେଜର ଜଣେ ଛାତ୍ରୀ କହିଛନ୍ତି, ‘୮ ଇଞ୍ଚ୍‌ର କେଶ ବଦଳରେ ମୁଁ ଅଧିକ କେଶ ଦେବାକୁ ଚାହୁଁଛି। ଏବେ ପର୍ଯ୍ୟନ୍ତ ଆମ ପାଖରେ ୮୦ରୁ ଅଧିକ ଛାତ୍ରୀ କେଶ ଦାନ କରିବା ପାଇଁ ନାମ ପଂଜୀକରଣ କରିଛନ୍ତି। କିନ୍ତୁ ଆଗକୁ ୨୦୦ରୁ ଅଧିକ ପିଲା କେଶ ଦାନ କରିବେ। ଆର୍ଥିକ ସ୍ତରରେ କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରିବାରୁ ଅସମର୍ଥ ହୋଇଥିବାରୁ ଆମେ ଏପରି ଉପାୟ ଚିନ୍ତା କରିଥିଲୁ, ଯାହା ସଫଳ ହୋଇଛି। ଆମର ଏହି କାର୍ଯ୍ୟ କ୍ୟାନସର ରୋଗୀଙ୍କ ମୁହଁରେ ଖୁସି ଆଣିପାରିବ। ଆମେ ବହୁତ ଖୁସି। ’

ଇଣ୍ଟରନେଟ୍‌ରେ ଏହି କଲେଜ ଛାତ୍ରୀଙ୍କର ଫଟୋ ଓ କାର୍ଯ୍ୟ ଭାଇରାଲ୍ ହେବା ପରେ ୟୁଜର ଏହାକୁ ବେଶ୍ ପସନ୍ଦ କରିବା ସହ କମେଣ୍ଟ ଦେବାରେ ଲାଗିଛନ୍ତି।  ବିଭିନ୍ନ ମହଲରେ ଛାତ୍ରୀମାନଙ୍କର ଏଭଳି କାର୍ଯ୍ୟକୁ ପ୍ରଂଶସା ମଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story