ମହଙ୍ଗା ପଡ଼ିଲା ରାଗିଂ: ୨୫ ସିନିୟର ଛାତ୍ରୀ ଗଣିବେ ୬ ଲକ୍ଷ ୨୫ ହଜାର ଟଙ୍କାର ଜରିମାନା  

ଦରଭଙ୍ଗା: ମହଙ୍ଗା ପଡ଼ିଲା ରାଗିଂ । ହଷ୍ଟେଲ ଛାତ୍ରୀଙ୍କୁ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ  ଫିସିଗଲେ ୨୫ ସିନିୟର ଛାତ୍ରୀ।  ରାଗିଂ କରିଥିବା ଛାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସୂରୂପ ଜଣକା ୨୫,୦୦୦ ଟଙ୍କା ଲେଖାଁଏ ଜରିମାନା କରାଯାଇଛି। ବିହାରର ଦରଭଙ୍ଗାର ମେଡିକାଲ କଲେଜ ଏବଂ ହସପିଟାଲର ସମ୍ପୃକ୍ତ ଛାତ୍ରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ମେଡିକାଲ କଲେଜରେ  ରାଗିଂ ମାମଲରେ ଛାତ୍ରଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ହେଉଛି ଦ୍ୱିତୀୟ […]

ragging-1

ragging-1

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 04:19 PM IST

Sports

Latest News

ଦରଭଙ୍ଗା: ମହଙ୍ଗା ପଡ଼ିଲା ରାଗିଂ । ହଷ୍ଟେଲ ଛାତ୍ରୀଙ୍କୁ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ  ଫିସିଗଲେ ୨୫ ସିନିୟର ଛାତ୍ରୀ।  ରାଗିଂ କରିଥିବା ଛାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସୂରୂପ ଜଣକା ୨୫,୦୦୦ ଟଙ୍କା ଲେଖାଁଏ ଜରିମାନା କରାଯାଇଛି। ବିହାରର ଦରଭଙ୍ଗାର ମେଡିକାଲ କଲେଜ ଏବଂ ହସପିଟାଲର ସମ୍ପୃକ୍ତ ଛାତ୍ରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ମେଡିକାଲ କଲେଜରେ  ରାଗିଂ ମାମଲରେ ଛାତ୍ରଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ହେଉଛି ଦ୍ୱିତୀୟ ଘଟଣା।

କଲେଜରେ ଜୁନିୟର ଛାତ୍ରୀଙ୍କୁ ଅତି ଅମାନୁଷିକ ଭାବେ ନିର୍ଯାତନା ଦିଆଯାଉଥିବା ନେଇ କଲେଜର ଅଧ୍ୟକ୍ଷ ଆ.ର.କେ ସିହ୍ନାଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଅଧ୍ୟକ୍ଷ ମେଡିକାଲ କାଉନସିଲକୁ ଅବଗତ କରିଥିଲେ।  ଏହା ପରେ ମେଡିକାଲ କାଉନସିଲ ରାଗିଂ କରିଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ଘଟଣା ପରେ ଗାଇଡଲାନ୍‌ ଅନୁଯାୟୀ, କଲେଜରେ ଥିବା ଆଣ୍ଟ ରାଗିଂ କମିଟି ହଷ୍ଟେଲ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଆଉ ଏହି ରିପୋର୍ଟ ଆଧାରରରେ ୨୫ ଜଣ ଛାତ୍ରୀଙ୍କୁ ଏମସିଆଇର ଗାଇଡଲାଇନ୍‌ ଅନୁଯାୟୀ ୨୫୦୦୦ ଟଙ୍କା ଲେଖାଁଏ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି। ପୂର୍ବରୁ ଜବାହାରଲାଲ ନେହେରୁ ମେଡିକାଲ କଲେଜରେ ସମାନ ଅଭିଯୋଗରେ ସମାନ ଧରଣର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଥିଲା।  ପ୍ରାୟ ୩୩ ଜଣଙ୍କୁ ଏହି ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story