ବରିଷ୍ଠ ନାଗରିକଙ୍କୁ ମିଳିବ ଡୋର୍ ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା: ଆର୍‌ବିଆଇ’ର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଏବେ ବରିଷ୍ଠ ନାଗରିକଙ୍କ ହାତମୁଠାରେ ବ୍ୟାଙ୍କ ସେବା। ବ୍ୟାଙ୍କିଙ୍କ୍ ସେବା କ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କୁ ସମସ୍ତ ପ୍ରକାର ସୁବିଧା  ଯୋଗାଇ ଦେବା ପାଇଁ  ଆର୍‌ବିଆଇ ଜାରି କରିଛି ନୂଆ ଗାଇଡଲାଇନ୍। ଏହି ବ୍ୟବସ୍ଥା ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କ ଡୋର୍ ଷ୍ଟେପ୍ ସେବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳି ପାରିବ। ଭାରତୀୟ ରିଜର୍ଭ  ବ୍ୟାଙ୍କ୍ ତରଫରୁ ଜାରି କରାଯାଇଥିବା ଏହି ନୂଆ ଗାଇଡ୍ ଲାଇନରେ କଣ  ସବୁ ବ୍ୟବସ୍ଥା ରହିଛି ଆସନ୍ତୁ  ନଜର […]

RBI-2

RBI-2

Rakesh Mallick
  • Published: Monday, 13 November 2017
  • Updated: 13 November 2017, 12:45 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଏବେ ବରିଷ୍ଠ ନାଗରିକଙ୍କ ହାତମୁଠାରେ ବ୍ୟାଙ୍କ ସେବା। ବ୍ୟାଙ୍କିଙ୍କ୍ ସେବା କ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କୁ ସମସ୍ତ ପ୍ରକାର ସୁବିଧା  ଯୋଗାଇ ଦେବା ପାଇଁ  ଆର୍‌ବିଆଇ ଜାରି କରିଛି ନୂଆ ଗାଇଡଲାଇନ୍। ଏହି ବ୍ୟବସ୍ଥା ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କ ଡୋର୍ ଷ୍ଟେପ୍ ସେବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳି ପାରିବ। ଭାରତୀୟ ରିଜର୍ଭ  ବ୍ୟାଙ୍କ୍ ତରଫରୁ ଜାରି କରାଯାଇଥିବା ଏହି ନୂଆ ଗାଇଡ୍ ଲାଇନରେ କଣ  ସବୁ ବ୍ୟବସ୍ଥା ରହିଛି ଆସନ୍ତୁ  ନଜର ପକାଇବା

ଏଣିକି ପ୍ରତି ବ୍ୟାଙ୍କରେ  ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର  କାଉଣ୍ଟର ଖୋଲାଯିବ। କେବଳ ସେତିକି ନୁହେଁ  ଯେଉଁ ବରିଷ୍ଠ ନାଗରିକମାନେ ବ୍ୟାଙ୍କ୍  ନଯାଇପାରିବେ ବ୍ୟାଙ୍କ୍ କର୍ମଚାରୀ ଡୋର୍ ଷ୍ଟେପ୍ ବ୍ୟାଙ୍କିଙ୍ଗ୍  ସେବା ମାଧ୍ୟମରେ ତାଙ୍କ ଘରେ ପହଞ୍ଚି  ସମସ୍ତ ସେବା ଯୋଗାଇ ଦେବେ। ପେନ୍‌ସନ୍ ଉପୋଭକ୍ତାମାନେ କେବଳ ନିଜ ବ୍ରାଞ୍ଚରେ ନୁହେଁ  ଯେକୌଣସି ବ୍ରାଞ୍ଚରେ ଲାଇଫ୍ ସାର୍ଟିଫିକେଟ୍ ଜମା ଦେଲେ ଏହା କୋର୍ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ଆପେ ଆପେ  ଅପ୍‌ଡେଟ୍‌ ହୋଇଯିବ। ଆର୍‌ବିଆଇ ପକ୍ଷରୁ ଏହି ଗାଇଡ୍ଲାଇନ୍  ଦେଶର ସମସ୍ତ ବ୍ୟାଙ୍କକୁ  ଦିଆଯାଇଥିବା ବେଳେ  ଆସନ୍ତା ୩୧ଡିସେମ୍ବରରୁ ଏହାକୁ  କାର୍ଯ୍ୟକାରୀ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story