ନୂଆଦିଲ୍ଲୀ: ଘରୋଇ ବିମାନ ଗୋ-ଏୟାର କମ୍ପାନି ବିମାନ ଯାତ୍ରାଙ୍କ ପାଇଁ ଆଣିଛି ଧମାକାଦାର ଅଫର। କମ୍ପାନି ତରଫରୁ ଦିଲ୍ଲୀ, କୋଚ୍ଚି ଓ ବେଙ୍ଗାଲୋର ସମେତ ୭ଟି ସହରରେ ୱାନ ୱେ ଯାତ୍ରା ପାଇଁ ଭଡ଼ା ମାତ୍ର ୩୧୨ଟଙ୍କାରୁ ଆରମ୍ଭ ହେଉଛି। କମ୍ପାନୀର ସୂଚନା ଅନୁଯାୟୀ ଟିକେଟ୍ ବୁକିଂ ନଭେମ୍ବରରୁ ୨୪ ତାରିଖରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଡ଼ିଲେମ୍ବର ୧ ତାରିଖରୁ ଆସନ୍ତା ବର୍ଷ ଅକ୍ଟୋବର ୨୮ ତାରିଖ ମଧ୍ୟରେ ଯାତ୍ରା କରିହେବ। ଟିକେଟ୍ ବୁକିଂ ଫାଷ୍ଟ କମ୍ ଫାଷ୍ଟ ସର୍ଭିସ ଆଧାରରେ ରଖାଯାଇଛି।
କମ୍ପାନୀ ଏହି ସ୍ପେଶାଲ ଅଫର୍ରୁ ମୁଖ୍ୟାଳୟ ମୁମ୍ବାଇକୁ ବାଦ ଦେଇଛି। ଏହି ଅଫର୍ ଅନୁଯାୟୀ ବିମାନ ଭଡ଼ାରେ କୌଣସି ପ୍ରକାରର କର ସାମିଲ୍ ହେବ ନାହିଁ। ଏହି ବିଷେଶ ସେବା ନୂଆଦିଲ୍ଲୀ, କୋଚ୍ଚି, ବେଙ୍ଗାଲୁରୁ, ହାଇଦ୍ରାବାଦ୍, ଚେନ୍ନାଇ ଓ ଅହମ୍ମଦାବାଦ ମାର୍ଗ ପାଇଁ ଉପଲବ୍ଧ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।