ଗୋଆରେ ନୌସେନାକୁ ଜମି ଦେବା ନିଷ୍ପତ୍ତିକୁ ଏମ୍‌.ପିଙ୍କ ବିରୋଧ

ପାଣାଜି: ଗୋଆର ମୋପାରେ ପ୍ରସ୍ତାବିତ ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦରରେ ଏକ ନାଭାଲ ଏନ୍‌କ୍ଲେଭ୍‌ ସ୍ଥାପନ ପାଇଁ ଗୋଆ ସରକାର ୫ ଏକର ଜମି ଦେବା ନିଷ୍ପତ୍ତିକୁ ଗୋଆର ରାଜ୍ୟ ସଭା ସଦସ୍ୟ ଶାନ୍ତରାମ ନାଏକ ବିରୋଧ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ନୂତନ ବିମାନ ବନ୍ଦରରେ ନାଭାଲ ଏନ୍‌କ୍ଲେଭ ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ନାଏକ ସାମ୍ବାଦିକମାନଙ୍କୁ କହିଛନ୍ତି,“ମୋପାରେ ହେବାକୁ ଥଇବା ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତୀୟ ନୌବାହିନୀକୁ ଜମି ଦିଆଯିବା ଉଚିତ ନୁହେଁ। […]

shantaram

shantaram

Rakesh Mallick
  • Published: Friday, 10 June 2016
  • Updated: 11 June 2016, 09:36 AM IST

Sports

Latest News

ପାଣାଜି: ଗୋଆର ମୋପାରେ ପ୍ରସ୍ତାବିତ ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦରରେ ଏକ ନାଭାଲ ଏନ୍‌କ୍ଲେଭ୍‌ ସ୍ଥାପନ ପାଇଁ ଗୋଆ ସରକାର ୫ ଏକର ଜମି ଦେବା ନିଷ୍ପତ୍ତିକୁ ଗୋଆର ରାଜ୍ୟ ସଭା ସଦସ୍ୟ ଶାନ୍ତରାମ ନାଏକ ବିରୋଧ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ନୂତନ ବିମାନ ବନ୍ଦରରେ ନାଭାଲ ଏନ୍‌କ୍ଲେଭ ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।

ନାଏକ ସାମ୍ବାଦିକମାନଙ୍କୁ କହିଛନ୍ତି,“ମୋପାରେ ହେବାକୁ ଥଇବା ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତୀୟ ନୌବାହିନୀକୁ ଜମି ଦିଆଯିବା ଉଚିତ ନୁହେଁ। ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ପୁଣିଥରେ ଗୋଆର ସ୍ୱାର୍ଥ ସହ ବିଶ୍ୱାସଘାତକତା କରିଛନ୍ତି।”

ଗୋଆ ସ୍ଥିତ ଡାବୋଲିମ୍‌ର ପୁରୁଣା ବିମାନବନ୍ଦରଟି ଭାରତୀୟ ନୌବାହିନୀ ଦ୍ୱାରା ପରିଚାଳିତ ହେଉଛି।

ଉତ୍ତର ଗୋଆରେ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦରର ଏହି ବର୍ଷ ଭିତ୍ତିପ୍ରସ୍ତର ସ୍ଥାପନ ହେବ ‍ବୋଲି ଆଶା କରାଯାଉଛି। ଏବଂ ଏହାର ପ୍ରଥମ ପର୍ଯ୍ୟାୟ ୨୦୧୯ରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଅଛି।

ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରି ଆଗରୁ କହିଥିଲେ ଯେ, ମୋପାରେ ହେବାକୁ ଥିବା ଗ୍ରୀନ୍‌ଫିଲ୍ଡ ବିମାନବନ୍ଦରର ଏକ ଅଲଗା ନାଭାଲ ଏନ୍‌କ୍ଲେଭ ରହିବ ଏବଂ ଏହା ପାଇଁ ୫ ଏକର ଜମି ଚିହ୍ନଟ କରାଯାଇଛି। ନାଏକ କହିଛନ୍ତି ଯେ ଡାବୋଲିମ୍ ବିମାନବନ୍ଦରରୁ ନୌସେନାକୁ ସମ୍ପୂର୍ଣ୍ଣ ଭାବେ ମୋପାକୁ ସ୍ଥାନାନ୍ତରିତ କରି ଦିଆଯାଉ ଏବଂ ଡାବୋଲିମ୍‌କୁ ବେସାମରିକ ବିମାନ ଚଳାଚଳ ପାଇଁ ବ୍ୟବହାର କରାଯାଉ।

ସେ କହିଛନ୍ତି ଯେ,“ଆଶ୍ଚର୍ଯ୍ୟ କଥା ହେଲା ନୌବାହିନୀ କବ୍‌ଜାରେ ଥିବା ରାଜ୍ୟର ଜମିକୁ ଫେରାର ଆଣିବାରେ ବିଫଳ ପାରିକର ଭାରତୀୟ ନୌସେନାଙ୍କୁ ଜମି ଦେବାକୁ ଚାହୁଁଛନ୍ତି।”

ସେ ଅଭିଯୋଗ କରିଥିଲେ ଯେ,“ଭାରତୀୟ ନୌସେନା ଅତୀତରେ ସୁରକ୍ଷା ଆଳରେ ଗୋଆବାସୀଙ୍କୁ ହଇରାଣ କରିଛି। ମୋବାଠାରେ ଏହାର ଜମି ଜବରଦଖଲ ପାଇଁ ସୁଯୋଗ ଦେବା ରାଜ୍ୟ ପାଇଁ ବିପର୍ଯ୍ୟୟ ସାବ୍ୟସ୍ତ ହେବ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story