ମହନ୍ତଙ୍କ ଧମକ, ତମ ମୁଣ୍ଡ ବି ଗଣ୍ଡିରୁ ଅଲଗା ହୋଇଯିବ !

ଅଯୋଧ୍ୟା: କ’ଣ ଇଚ୍ଛା ଅଛି ? ତମ ମୁଣ୍ଡ ବି ଗଣ୍ଡିରୁ ଅଲଗା ହୋଇଯିବ ! ଫିଲ୍ମର କାଳୀର ନିର୍ମାତା ଲୀନା ମଣିମେକାଲାଇଙ୍କୁ ଏଭଳି ଧମକ ଦେଇଛନ୍ତି ଅଯୋଧ୍ୟା ସ୍ଥିତ ହନୁମାନଗଡ଼ର ମହନ୍ତ ରାଜୁ ଦାସ। ସେ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଫିଲ୍ମରେ ମା’ କାଳୀଙ୍କ ହାତରେ ସିଗାରେଟ୍ ଓ LGBT ସମ୍ପ୍ରଦାୟର ଜାତୀୟ ପତାକା ଦେଖି ଅଯୋଧ୍ୟାର ସାଧୁସନ୍ଥ ରାଗରେ ଜଳୁଛନ୍ତି। ଏହି ଫିଲ୍ମ ମେକର କ୍ଷମାର ପାତ୍ର। ତାଙ୍କୁ କ୍ଷମା […]

Kali

Kali

Niranjan Mishra
  • Published: Tuesday, 05 July 2022
  • Updated: 05 July 2022, 10:12 PM IST

Sports

Latest News

ଅଯୋଧ୍ୟା: କ’ଣ ଇଚ୍ଛା ଅଛି ? ତମ ମୁଣ୍ଡ ବି ଗଣ୍ଡିରୁ ଅଲଗା ହୋଇଯିବ ! ଫିଲ୍ମର କାଳୀର ନିର୍ମାତା ଲୀନା ମଣିମେକାଲାଇଙ୍କୁ ଏଭଳି ଧମକ ଦେଇଛନ୍ତି ଅଯୋଧ୍ୟା ସ୍ଥିତ ହନୁମାନଗଡ଼ର ମହନ୍ତ ରାଜୁ ଦାସ। ସେ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଫିଲ୍ମରେ ମା’ କାଳୀଙ୍କ ହାତରେ ସିଗାରେଟ୍ ଓ LGBT ସମ୍ପ୍ରଦାୟର ଜାତୀୟ ପତାକା ଦେଖି ଅଯୋଧ୍ୟାର ସାଧୁସନ୍ଥ ରାଗରେ ଜଳୁଛନ୍ତି।

ଏହି ଫିଲ୍ମ ମେକର କ୍ଷମାର ପାତ୍ର। ତାଙ୍କୁ କ୍ଷମା ବି ମିଳିପାରିବ। ମାତ୍ର ଜଦି ଫିଲ୍ମ ରିଲିଜ ହୋଇଯାଏ ତେବେ ସେ ଏଭଳି ସ୍ଥିତି ଉତ୍ପନ୍ନ କରିବେ ଯାହାକୁ ସମ୍ଭାଳି ହେବନି। ସନାତନ ଧର୍ମ, ସଂସ୍କୃତି ଓ ହିନ୍ଦୁ ଦେବୀଦେବତାଙ୍କୁ ନେଇ ହାସ୍ୟ କରାଯିବା ନିନ୍ଦନିୟ ବୋଲି କହିଛନ୍ତି।

ଏନେଇ ସେ ଗୃହମନ୍ତ୍ରୀଙ୍କ ନିକଟରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଫିଲ୍ମ ବ୍ୟାନ କରିବାକୁ ଦାବି କରିଛନ୍ତି।

ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ମହନ୍ତ କହିଛନ୍ତି ନୂପୁର ଠିକ୍ କହିଦେଲେ ବୋଲି ପୂରା ଦେଶରେ ନିଆଁ ଜଳୁଛି। ପୂରା ବିଶ୍ୱରେ ଭୂମିକମ୍ପ ଆସିଗଲା। ତେଣେ ସନାତନ ଧର୍ମ ସଂସ୍କୃତିକୁ ହସ୍ୟ କରାଯାଉଛି।

ସୂଚନା ଥାଉକି, ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ଜୋର ଧରିଛି। ଏହି ଫିଲ୍ମକୁ ନେଇ ଆଇନଜାଲରେ ଫସିଛନ୍ତି ଫିଲ୍ମ ମେକର୍‌। ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇ ତାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟରରେ ମା କାଳୀଙ୍କୁ ସିଗାରେଟ ଟାଣୁଥିବା ଦେଖାଇଥିଲେ। ଏହା ସହିତ ମା’ କାଳୀ ଗୋଟିଏ ହାତରେ ସେ LGBT ସମ୍ପ୍ରଦାୟର ଜାତୀୟ ପତାକା ମଧ୍ୟ ଧରିଥିଲେ। ଏହି ପୋଷ୍ଟରକୁ ନେଇ ଏବେ ବିବାଦ ବଢ଼ିଛି। ଏହି ମାମଲା ଏବେ ପୁଲିସ ପାଖରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story