ଗୋଖାଦ୍ୟ ଦୁର୍ନୀତି: ଲାଲୁଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ବିହାରର ପୁଣିଥରେ ଶାସନ କ୍ଷମତା ହାତେଇବା ପାଇଁ ପ୍ରୟାସ କରୁଥିବା ଲାଲୁ ଯାଦବଙ୍କୁ ଆଜି ଲାଗିଛି ସୁପ୍ରିମକୋର୍ଟ ଝଟକ୍‌। ଚାରା ଘୋଟାଲାରେ ଲାଲୁଙ୍କୁ ନୋଟିସ ଜାରି କରିଛନ୍ତି। ସିବିଆଇର ଏକ ଆବେଦନ ଉପରେ ବିଚାର କରି କୋର୍ଟ ତାଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି। ଚାରା ଘୋଟାଲା ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କ ଉପରୁ କିଛି କେସ୍ ହଟା ଦେବା ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ସିବିଆଇ। ସୂଚନାଯୋଗ୍ୟ, ଗତବର୍ଷ  ସେପ୍ଟେମ୍ୱର […]

lalu

lalu

Rakesh Mallick
  • Published: Monday, 17 August 2015
  • Updated: 17 August 2015, 08:38 AM IST

Sports

Latest News

ନୂଆଦିଲ୍ଲୀ: ବିହାରର ପୁଣିଥରେ ଶାସନ କ୍ଷମତା ହାତେଇବା ପାଇଁ ପ୍ରୟାସ କରୁଥିବା ଲାଲୁ ଯାଦବଙ୍କୁ ଆଜି ଲାଗିଛି ସୁପ୍ରିମକୋର୍ଟ ଝଟକ୍‌। ଚାରା ଘୋଟାଲାରେ ଲାଲୁଙ୍କୁ ନୋଟିସ ଜାରି କରିଛନ୍ତି। ସିବିଆଇର ଏକ ଆବେଦନ ଉପରେ ବିଚାର କରି କୋର୍ଟ ତାଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି। ଚାରା ଘୋଟାଲା ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କ ଉପରୁ କିଛି କେସ୍ ହଟା ଦେବା ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ସିବିଆଇ।

ସୂଚନାଯୋଗ୍ୟ, ଗତବର୍ଷ  ସେପ୍ଟେମ୍ୱର ୩୦ ତାରିଖରେ ସିବିଆଇର ଏକ କୋର୍ଟ ଲାଲୁଙ୍କୁ ଚାରା ଘୋଟାଲାରେ ଦୋଷୀ ସାବାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story