୨୦୧୭ ମସିହା ଏବେ ତାର ଅନ୍ତିମ ଚରଣରେ ଅଛି। ଏପରି ସ୍ଥିତିରେ ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ସାଇଟ୍ ଗୁଗୁଲ, ଫ୍ଲେ ଷ୍ଟୋର୍ରେ ଚଳିତବର୍ଷ ବେଷ୍ଟ ବା ପପୁଲାର୍ ଥିବା ଆପ୍, ଫିଲ୍ମ, ଗେମ୍, ଗୀତ, ବହି ଓ ଟିଭି ଶୋ’ର ତାଲିକା ବାହର କରିଛି। ଗୁଗୁଲ ଏହି ତାଲିକାକୁ ଜାତୀୟ ଓ ଆନ୍ତର୍ଜାତିୟ ସ୍ତରରେ ଜାରି କରିଛି। ଆସନ୍ତୁ ଆଣିବା ତାଲିକାରେ ଥିବା ଭାରତର ଟପ୍-5 ଲିଷ୍ଟ୍।
୨୦୧୭ର ଟପ୍ ଫାଇଭ୍ ଆପ୍ସ
1. Photo Editor - Beauty Camera & Photo Filters
2. Messenger Lite: Free Calls & Messages
3. Selfie Camera - Beauty Camera & Photo Editor
4. ALTBalaji
5. Paytm Mall: Online Shopping
୨୦୧୭ର ଟପ୍ ଫାଇଭ୍ ଗେମ୍
1. Baahubali: The Game
2. WWE Champions Free Puzzle RPG
3. Super Mario Run
4. Dr. Driving 2
5. Pokémon Duel
୨୦୧୭ର ଟପ୍ ଫାଇଭ୍ ବହି
1. An Unsuitable Boy, by Karan Johar
2. India 2017, by New Media Wing
3. Khullam Khulla: Rishi Kapoor Uncensored, by Rishi Kapoor
4. I Do What I Do, by Raghuram G. Rajan
5. Adiyogi: The Source of Yoga, by Sadhguru
୨୦୧୭ର ସବୁଠୁ ଅଧିକ ଦେଖାଯାଇଥିବା ଫିଲ୍ମ
1. Dear Zindagi
2. Moana
3. Wonder Woman
4. The Boss Baby
5. Doctor Strange
୨୦୧୭ରେ ସବୁଠୁ ଅଧିକ ଶୁଣାଯାଇଥିବା ଗୀତ
1. Saahore Baahubali, by M.M. Keeravaani
2. Ik Vaari Aa, by Arijit Singh
3. Mercy, by Badshah
4. Main Tera Boyfriend, by Arijit Singh
5. Cheez Badi, by Neha Kakkar
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।