ଦିଲ୍ଲୀରେ ପ୍ରାଣ ହରାଇଲେ ଗୋରଖପୁର ଶ୍ରମିକ, ଡମିରେ ଅନ୍ତିମ ସଂସ୍କାର କଲେ ପରିବାର ଲୋକ

ଗୋରଖପୁର: କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନର ଆଉ ଏକ କରୁଣ ଘଟଣା ସାମ୍ନାକୁ ଆସିଛି। ଏପ୍ରିଲ ୧୭ରେ ଗୋରଖପୁରର ଦୁମରିଖୁର୍ଦ ଗାଁରେ ଜଣେ ବର୍ଷକର ଛୁଆ ତା’ ବାପାଙ୍କର ଅନ୍ତିମ ସଂସ୍କାର କରିଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଏହି ଅନ୍ତିମ ସଂସ୍କାରଣ ଶେଷ ହୋଇଥିଲା। ତେବେ ପ୍ରକୃତରେ ଛୁଆଟି ତା’ ବାପାଙ୍କ ଶରୀରରେ କୌଣସି ନିଆଁ ଦେଇ ନଥିଲା। ବରଂ ଏହା ତା’ ବାପାଙ୍କ ମୃତଦେର ଡମି ରହିଥିଲା। ଆପଣ ଭାବୁଥିବେ ଡମିରେ କେମିତି […]

f

f

Hemant Lenka
  • Published: Wednesday, 22 April 2020
  • Updated: 22 April 2020, 04:22 PM IST

Sports

Latest News

ଗୋରଖପୁର: କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନର ଆଉ ଏକ କରୁଣ ଘଟଣା ସାମ୍ନାକୁ ଆସିଛି। ଏପ୍ରିଲ ୧୭ରେ ଗୋରଖପୁରର ଦୁମରିଖୁର୍ଦ ଗାଁରେ ଜଣେ ବର୍ଷକର ଛୁଆ ତା’ ବାପାଙ୍କର ଅନ୍ତିମ ସଂସ୍କାର କରିଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଏହି ଅନ୍ତିମ ସଂସ୍କାରଣ ଶେଷ ହୋଇଥିଲା।

ତେବେ ପ୍ରକୃତରେ ଛୁଆଟି ତା’ ବାପାଙ୍କ ଶରୀରରେ କୌଣସି ନିଆଁ ଦେଇ ନଥିଲା। ବରଂ ଏହା ତା’ ବାପାଙ୍କ ମୃତଦେର ଡମି ରହିଥିଲା। ଆପଣ ଭାବୁଥିବେ ଡମିରେ କେମିତି ଓ କାହିଁକି ଏମିତି ଅନ୍ତିମ ସଂସ୍କାର କରାଗଲା?

ଗୋରଖପୁର ଅଞ୍ଚଳର ୩୮ ବର୍ଷୀୟ ସୁନୀଲ ଦିଲ୍ଲୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଏପ୍ରିଲ ୧୧ରେ ସୁନୀଲ କାମ କରୁଥିବା ଠିକାଦାର ତାଙ୍କ ଘରକୁ ଫୋନ କରିବା ସହ ସେ ହାଡ଼ଫୁଟିରେ ଆକ୍ରାନ୍ତ ଥିବା ଜଣାଇଥିଲେ।

ଏପ୍ରିଲ ୧୪ରେ ହଠାତ୍‌ ପୁଲିସ୍‌ ଫୋନ କରି ତାଙ୍କ ପରିବାର ଲୋକଙ୍କୁ ସୁନୀଲ ପ୍ରାଣ ହରାଇଥିବା କଥା ଜଣାଇଥିଲା। ଦିଲ୍ଲୀରୁ ଗୋରଖପୁର ଆଣିବା ପାଇଁ ୨୫ ହଜାର ଟଙ୍କା ଦରକାର ଥିବା ବେଳେ ପରିବାର ଲୋକ ଏହା ସଂଗ୍ରହ କରିପାରି ନଥିଲେ। ଲକଡାଉନ ଯୋଗୁ ଆମେ ଦିଲ୍ଲୀ ଯିବାକୁ ମଧ୍ୟ ଅନୁମତି ମଧ୍ୟ ପାଇ ନଥିଲୁ। ଫଳରେ ଡମି ଜରିଆରେ ପୁଅର ଅନ୍ତିମ ସଂସ୍କାର କରିଛୁ ବୋଲି ସୁନୀଲଙ୍କ ବାପା ରାଧାଶ୍ୟାମ କହିଛନ୍ତି।

ସୁନୀଲଙ୍କ ୪ ଝିଅଙ୍କ ସମେତ ୫ ଜଣ ସନ୍ତାନ ରହିଛନ୍ତି। ଘଟଣା ଗଣାମଧ୍ୟମରେ ପ୍ରକାଶ ପାଇବା ପରେ ଉତ୍ତର ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅୱନିଶ ଅବସ୍ତୀ କହିଛନ୍ତି, ଆମେ ଏ ସମ୍ପର୍କରେ ଅବଗତ ନଥିଲୁ। ଏବେ ଆମେ ସୁନୀଲଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story