କରୋନା ମୁକାବିଲା: କେନ୍ଦ୍ରକୁ ସୋନିଆଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କୋଭିଡ-୧୯ ବିପର୍ଯ୍ୟୟର ମୁକାବିଲା ପାଇଁ କଂଗ୍ରେସ ଓ ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଦେଇଥିବା ପରାମର୍ଶ ଆଶିଂକ ଭାବେ ପାଳନ କରାଯାଉଛି। ସରକାର ସବୁ ପରାମର୍ଶକୁ ପାଳନ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଥିବାରୁ ଆଜି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଆଜି କଂଗ୍ରେସର ଜାତୀୟ କାର୍ଯ୍ୟକାରୀଣି ବୈଠକ ବସିଥିଲା। ଏଥିରେ ସୋନିଆ ଦଳୀୟ ନେତୃବୃନ୍ଦଙ୍କ ଆଗରେ କେନ୍ଦ୍ର ସରକାର କରୋନା ମୁବାଲାରେ ସଫଳ ହୋଇ ନଥିବା କହିଛନ୍ତି। […]

yu

yu

Hemant Lenka
  • Published: Thursday, 23 April 2020
  • Updated: 23 April 2020, 12:57 PM IST

ନୂଆଦିଲ୍ଲୀ: କୋଭିଡ-୧୯ ବିପର୍ଯ୍ୟୟର ମୁକାବିଲା ପାଇଁ କଂଗ୍ରେସ ଓ ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଦେଇଥିବା ପରାମର୍ଶ ଆଶିଂକ ଭାବେ ପାଳନ କରାଯାଉଛି। ସରକାର ସବୁ ପରାମର୍ଶକୁ ପାଳନ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଥିବାରୁ ଆଜି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଆଜି କଂଗ୍ରେସର ଜାତୀୟ କାର୍ଯ୍ୟକାରୀଣି ବୈଠକ ବସିଥିଲା। ଏଥିରେ ସୋନିଆ ଦଳୀୟ ନେତୃବୃନ୍ଦଙ୍କ ଆଗରେ କେନ୍ଦ୍ର ସରକାର କରୋନା ମୁବାଲାରେ ସଫଳ ହୋଇ ନଥିବା କହିଛନ୍ତି। ସେ କହିଛନ୍ତି, “୩ ସପ୍ତାହ ତଳେ ଆମର ବୈଠକ ହୋଇଥିଲା। ଏହି ୩ ସପ୍ତାହ ମଧ୍ୟରେ କରୋନା ଦେଶରେ ବେଶ କ୍ଷିପ୍ର ଗତିରେ ବ୍ୟାପିଛି। ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ।

କରୋନାକୁ ମୁକାବିଲା ପାଇଁ ମୁଁ କିଛି ପ୍ରସ୍ତାବ ସରକାରଙ୍କୁ ଦେଇଥିଲି। ହେଲେ ଦୁର୍ଭାଗ୍ୟବଶତଃ ସରକାର ଏହାକୁ ଆଶିଂକ ଭାବେ ଲାଗୁ କରିଛନ୍ତି। ଲକଡାଉନ ଓ କରୋନା ମହାମାରୀ ଯୋଗୁ ଚାଷୀ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, ପ୍ରବାସୀ ଶ୍ରମିକ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଶିଳ୍ପ ସଂସ୍ଥା ଠାରୁ କମ୍ପାନୀ ଯାଏ ସବୁ କାର୍ଯ୍ୟ ବନ୍ଦ ହୋଇପଡ଼ିଛି। ଜୀବନ ଧାରଣର କ୍ଷମତା ଧ୍ୱଂସ ସ୍ଥିତିକୁ ଚାଲି ଆସିଲାଣି। ଆଗକୁ ବେକାରୀ ସମସ୍ୟା ଆହୁରି ଉତ୍କଟ ସ୍ଥିତିକୁ ଚାଲି ଆସିବାର ଆଶଙ୍କା ରହିଛି।

କରୋନା ମୁକାବିଲା କରିବା ପାଇଁ ଟେଷ୍ଟିଂ, ଟ୍ରେସିଂ ଓ କ୍ୱାରେଣ୍ଟାଇନ ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ। ତଥାପି ଆମ ଦେଶରେ ଟେଷ୍ଟିଂ ସଂଖ୍ୟା ବହୁତ କମ। ସେହିପରି ଟେଷ୍ଟିଂ କିଟ ଠିକ ଭାବେ ବିତରଣ ହେଉନାହିଁ ଏବଂ ଏଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ହୋଇଛି। ଏସବୁ ଦିଗ ପ୍ରତି କେନ୍ଦ୍ର ସରକାର ଯତ୍ନବାନ ହେବା ଦରକାର।”

ନିକଟରେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ମୋଦି ସରକାର ଏପ୍ରିଲରୁ ଜୁନ ଯାଏ ଲୋକଙ୍କୁ ୫ କେଜି ରାସନ ଦେବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ସେ ସ୍ୱାଗତ କରିଥିଲେ। ଏହାସହ କରୋନାକୁ କେଉଁଭଳି ଭାବେ ମୁକାବିଲା କରାଯାଇପାରିବ ସେଥଇପାଇଁ କିଛି ପ୍ରସ୍ତାବ ମଧ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story