୩୧ ମାର୍ଚ୍ଚ ଯାଏଁ ବଢ଼ିଲା ଆଧାର ଲିଙ୍କ୍‌ ଅବଧି

ନୂଆଦିଲ୍ଲୀ: ଆଧାରକାର୍ଡ ବାଧ୍ୟତାମୂଳକ ମାମଲାରେ ସୁପ୍ରିମକୋର୍ଟରେ ଅନ୍ତରୀଣ ଶୁଣାଣି ହୋଇଛି। ଆଧାରକାର୍ଡ ଲିଙ୍କ୍ ଅବଧିକୁ ବଢ଼ାଇବା ପାଇଁ ସୁପ୍ରିମକୋର୍ଟରେ ଦାଏର ଆବେଦନକୁ ମଞ୍ଜୁରୀ ମିଳିଛି।ଏହାକୁ ୨୦୧୮ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିବାକୁ କୋର୍ଟ ରାଜି ହୋଇଛନ୍ତି। ସମସ୍ତ ଜନହିତକାରୀ ଯୋଜନାରେ ଆଧାର ଲିଙ୍କ୍ ମାର୍ଚ୍ଚ ୩୧ ଯାଏଁ ହୋଇପାରିବ। ଏହାସହ ମୋବାଇଲ ନମ୍ବର ସହ ଆଧାର ଲିଙ୍କର ଅବଧି ବି ବଢ଼ିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ […]

nnnn

nnnn

Rakesh Mallick
  • Published: Friday, 15 December 2017
  • Updated: 15 December 2017, 01:11 PM IST

Sports

Latest News

ନୂଆଦିଲ୍ଲୀ: ଆଧାରକାର୍ଡ ବାଧ୍ୟତାମୂଳକ ମାମଲାରେ ସୁପ୍ରିମକୋର୍ଟରେ ଅନ୍ତରୀଣ ଶୁଣାଣି ହୋଇଛି। ଆଧାରକାର୍ଡ ଲିଙ୍କ୍ ଅବଧିକୁ ବଢ଼ାଇବା ପାଇଁ ସୁପ୍ରିମକୋର୍ଟରେ ଦାଏର ଆବେଦନକୁ ମଞ୍ଜୁରୀ ମିଳିଛି।ଏହାକୁ ୨୦୧୮ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିବାକୁ କୋର୍ଟ ରାଜି ହୋଇଛନ୍ତି। ସମସ୍ତ ଜନହିତକାରୀ ଯୋଜନାରେ ଆଧାର ଲିଙ୍କ୍ ମାର୍ଚ୍ଚ ୩୧ ଯାଏଁ ହୋଇପାରିବ। ଏହାସହ ମୋବାଇଲ ନମ୍ବର ସହ ଆଧାର ଲିଙ୍କର ଅବଧି ବି ବଢ଼ିଛି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଧାର ଲିଙ୍କ୍ ବାଧ୍ୟତାମୂଳକ ବିରୋଧରେ ଦାଏର ମାମଲାର ଚୂଡ଼ାନ୍ତ ଶୁଣାଣି ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବ।

ଏହା ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ କରୁଥିବା ଓ ଆଧାରକୁ ବ୍ୟାଙ୍କ ଏବଂ ମୋବାଇଲ ନମ୍ବର ସହ ଯୋଡିବା ଦ୍ୱାରା ଅପବ୍ୟବହାର ହେବା ଆଶଙ୍କା ଥିବା ଆବେଦନକାରୀ ସର୍ବୋଚ୍ଚ ଅଦାଲତକୁ ଜଣାଇଛନ୍ତି।

କେନ୍ଦ୍ର ସରକାରଙ୍କର ପ୍ରତିନିଧିତ୍ୱ କରି ଆଟର୍ଣ୍ଣି ଜେନେରାଲ୍‌ କେ. କେ. ବେଣୁଗୋପାଲ ଯୁକ୍ତି ବାଢ଼ିଥିଲେ,“ନୂତନ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲିବା ପାଇଁ ଆଧାର ଏବେ ବାଧ୍ୟତାମୂଳକ ରହିବାକୁ ଅନୁମତି ଦିଆଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story