ସାବଧାନ ବ୍ୟବସାୟୀ: ଧରା ପଡ଼ିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂଶୋଧିତ ଜିଏସଟି ଦର ଲାଗୁ ହେବା ପରେ ମଧ୍ୟ ଦୋକାନୀମାନେ ଦରରେ କୌଣସି ପରିବର୍ତ୍ତନ କରୁନଥିବା ଅଭିଯୋଗ ହେଉଛି। ଏହାକୁ ନଜରରେ ରଖି ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ହେବ ନେସନାଲ ଆଣ୍ଟିଂ ପ୍ରଫିଟିୟରିଂ ଅଥରିଟି, ବା ଜାତୀୟ ମୁନାଫା ନିରୋଧୀ ସଂସ୍ଥା। ଏହାପରେ ଜିଏସ୍‌ଟି ନିୟାମକ ହିସାବରେ ଦରରେ ପରିବର୍ତ୍ତନ କରୁ ନଥିବା ବ୍ୟବସାୟୀମାନଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ସଚିବ ହସମୁଖ ଅଧିଆ। ନିକଟରେ […]

gstnew

gstnew

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଂଶୋଧିତ ଜିଏସଟି ଦର ଲାଗୁ ହେବା ପରେ ମଧ୍ୟ ଦୋକାନୀମାନେ ଦରରେ କୌଣସି ପରିବର୍ତ୍ତନ କରୁନଥିବା ଅଭିଯୋଗ ହେଉଛି। ଏହାକୁ ନଜରରେ ରଖି ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ ହେବ ନେସନାଲ ଆଣ୍ଟିଂ ପ୍ରଫିଟିୟରିଂ ଅଥରିଟି, ବା ଜାତୀୟ ମୁନାଫା ନିରୋଧୀ ସଂସ୍ଥା। ଏହାପରେ ଜିଏସ୍‌ଟି ନିୟାମକ ହିସାବରେ ଦରରେ ପରିବର୍ତ୍ତନ କରୁ ନଥିବା ବ୍ୟବସାୟୀମାନଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ସଚିବ ହସମୁଖ ଅଧିଆ।

ନିକଟରେ ଅର୍ଥ ସଚିବ କହିଛନ୍ତି ଜିଏସ୍‌ଟି ଦର କମିଥିଲେ ମଧ୍ୟ ଏହାର ଲାଭ ଖାଉଟିଙ୍କୁ ମିଳିବା ଆବଶ୍ୟକ। ଏବଂ କମ୍ପାନୀ ଗୁଡିକ ଜିଏସ୍‌ଟି ସଂଶୋଧିତ ଦର ଅନୁସାରେ ତାଙ୍କ ପ୍ରଡକ୍ଟର ମୂଲ୍ୟ ନିର୍ଦ୍ଧାରଣ କରିବା ଉଚିତ।

ଏଥିସହ ଜିଏସ୍ଟିର ସିଧାସଳଖ ଫାଇଦା ଖାଉଟିମାନେ ଯେପରି ପାଇପାରିବେ ସେ ନେଇ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଏସ୍‌ଟି ସଂଶୋଧିତ ଦର ନଭେମ୍ବର ୧୫ ପରେ ଲାଗୁ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ଅନେକ ଦରରେ କୌଣସି ପରିବର୍ତ୍ତନ କରୁନଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story