‘ଜାତୀୟ ମାଛ ଚାଷ ନୀତି ଆଣିବେ ସରକାର’

ନୂଆଦିଲ୍ଲୀ: ଦେଶରେ ମାଛ ଚାଷ ପ୍ରତି ଚାଷୀଙ୍କ ଆକୃଷ୍ଟ ବଢ଼ିଛି। ବାର୍ଷିକ ୮% ହାରରେ ମାଛ ଚାଷ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଜାତୀୟ ମତ୍ସ୍ୟ ନୀତି ଆଣିବାକୁ ଯାଉଛନ୍ତି। ଶନିବାର ରାଜ୍ୟସଭାରେ କେନ୍ଦ୍ର ମତ୍ସ୍ୟ ମନ୍ତ୍ରୀ ଗିରିରାଜ ସିଂ ଏହା କହିଛନ୍ତି। ଏହି ନୀତି ଆସିଲେ ମାଛ ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ସେ କହିଛନ୍ତି। ଏମିତିକି ପାରମ୍ପାରିକ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ପ୍ରତି ସରକାର ଅଧିକ ଗୁରୁତ୍ୱ ଦେବେ ବୋଲି […]

GIRIRAJ

GIRIRAJ

Subhransu Sekhar
  • Published: Saturday, 14 March 2020
  • Updated: 14 March 2020, 05:44 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମାଛ ଚାଷ ପ୍ରତି ଚାଷୀଙ୍କ ଆକୃଷ୍ଟ ବଢ଼ିଛି। ବାର୍ଷିକ ୮% ହାରରେ ମାଛ ଚାଷ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଜାତୀୟ ମତ୍ସ୍ୟ ନୀତି ଆଣିବାକୁ ଯାଉଛନ୍ତି। ଶନିବାର ରାଜ୍ୟସଭାରେ କେନ୍ଦ୍ର ମତ୍ସ୍ୟ ମନ୍ତ୍ରୀ ଗିରିରାଜ ସିଂ ଏହା କହିଛନ୍ତି। ଏହି ନୀତି ଆସିଲେ ମାଛ ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ସେ କହିଛନ୍ତି। ଏମିତିକି ପାରମ୍ପାରିକ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ପ୍ରତି ସରକାର ଅଧିକ ଗୁରୁତ୍ୱ ଦେବେ ବୋଲି ଗିରିରାଜ କହିଛନ୍ତି।

ଏହି ନୀତିରେ ମାଛ ଚାଷୀ ବେଳେ ନୂଆ ଟେକ୍ନୋଲଜି ବାବଦରେ ଅବଗତ କରାଯିବ। ସାଇକ୍ଲୋନ ବେଳେ ଚାଷକୁ ସୁରକ୍ଷିତ ରଖିବା ପାଇଁ କିଭଳି ସାମ୍ନା କରିବାକୁ ପଡ଼ିବ ସେ ବାବଦରେ ନିୟମ ରହିଛି। ଏହି ନୀତି ମାଛ ଚାଷୀଙ୍କ ଆୟକୁ ବଢ଼ାଇବ ବୋଲି ସେ କହିଛନ୍ତି।

ପ୍ରସ୍ତାବିତ ନୀତିରେ ସାମୁଦ୍ରିକ ମତ୍ସ୍ୟଜୀବୀ ୨୦୧୭ ଉପରେ ଥିବା ଜାତୀୟ ନୀତିର ନିୟମାବଳୀ ଅନ୍ତର୍ଭୁକ୍ତ ହେବ। ଏଥିରେ ମାଛ, ଜଳଚର ଏବଂ ସାମୁଦ୍ରିକ ଚାଷର ଅମଳ ପରବର୍ତ୍ତୀ ଉପାଦାନଗୁଡିକ ରହିବ।

ମାଛ ଚାଷକୁ ଆଗକୁ ନେବା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ବ୍ଲୁ ରିଭୋଲ୍ୟୁସନ ଯୋଜନା ଅନୁଯାୟୀ ସରକାର ୫୬୦ କୋଟି ₹ ଆବଣ୍ଟନ କରିଛନ୍ତି ବୋଲି ସେ କହିଛନ୍ତି।

ସରକାର ୨୦୧୮-୧୯ ମଧ୍ୟରେ ମତ୍ସ୍ୟ ଏବଂ ଜଳଚର ଭିତ୍ତିଭୂମି ବିକାଶ ପାଣ୍ଠି (FIDF) ତିଆରି କରିଛନ୍ତି। ପାଞ୍ଚ ବର୍ଷ ମଧ୍ୟରେ ୭,୫୨୨.୪୮ କୋଟି ଫଣ୍ଡ ଆକାରରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

୨୦୧୯-୨୦ ପାଇଁ କେନ୍ଦ୍ର ବଜେଟରେ ସରକାର ଏହି କ୍ଷେତ୍ର ପାଇଁ ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ନାମକ ଏକ ନୂତନ ଯୋଜନା କରିଥିଲେ। ଏହି ୫ ବର୍ଷୀୟ ଯୋଜନାରେ କେନ୍ଦ୍ର, ରାଜ୍ୟ ଓ ହିତାଧିକାରୀଙ୍କ ସହଭାଗିତା ରହିବ ଏବଂ ଏଥିରେ ପ୍ରାୟ ୨୦,୦୫୦ କୋଟିର ପୁଞ୍ଜି ନିବେଶ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story