ଏଥର ବିବାହରେ କେତେ ଅତିଥି ଆସିବେ ତାର ନିଷ୍ପତ୍ତି ନେବେ ସରକାର !

ନୂଆଦିଲ୍ଲୀ:  ଆପଣଙ୍କ ବିବାହରେ କେତେ ସଂଖ୍ୟକ  ଅତିଥି ଆସିବେ ଏଣିକି ତାର ନିଷ୍ପତ୍ତି ଆପଣ ନେଇ ପାରିବେ ନାହିଁ। ତାର ନିଷ୍ପତ୍ତି ନେବେ ସରକାର। ଏମିତି ଏକ କଟକଣା ଆଣିଛନ୍ତି ଦିଲ୍ଲୀ ସରକାରା। ବିବାହ ସମୟରେ ହେଉଥିବା ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀର ଯେ  କୌଣସି ଫାର୍ମ ହାଉସ, ରିସର୍ଟ ତଥା ହୋଟେଲଗୁଡିକରେ ହେଉଥିବା ବିବାହ ସମାରୋହରେ ବର ଏବଂ କନ୍ୟା ପକ୍ଷରୁ କେତେ ବନ୍ଧୁବାନ୍ଧବ ଯୋଗଦେବେ ତାର […]

Seven-Vows-ili-106-img-2

Seven-Vows-ili-106-img-2

Biswobandita Swain
  • Published: Tuesday, 05 March 2019
  • Updated: 05 March 2019, 11:49 AM IST

Sports

Latest News

ନୂଆଦିଲ୍ଲୀ:  ଆପଣଙ୍କ ବିବାହରେ କେତେ ସଂଖ୍ୟକ  ଅତିଥି ଆସିବେ ଏଣିକି ତାର ନିଷ୍ପତ୍ତି ଆପଣ ନେଇ ପାରିବେ ନାହିଁ। ତାର ନିଷ୍ପତ୍ତି ନେବେ ସରକାର। ଏମିତି ଏକ କଟକଣା ଆଣିଛନ୍ତି ଦିଲ୍ଲୀ ସରକାରା। ବିବାହ ସମୟରେ ହେଉଥିବା ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର।

ଦିଲ୍ଲୀର ଯେ  କୌଣସି ଫାର୍ମ ହାଉସ, ରିସର୍ଟ ତଥା ହୋଟେଲଗୁଡିକରେ ହେଉଥିବା ବିବାହ ସମାରୋହରେ ବର ଏବଂ କନ୍ୟା ପକ୍ଷରୁ କେତେ ବନ୍ଧୁବାନ୍ଧବ ଯୋଗଦେବେ ତାର ନିଷ୍ପତି ଭେନ୍ୟୁର ଫ୍ଲୋର ଏରିଆ ଏବଂ ଏହାର ପାର୍କିଂ କ୍ଷମତାକୁ ଆଧାର କରି ନିଆଯିବ। ଏହି ଫ୍ଲୋର ଏରିଆକୁ ୧.୫ ସ୍କୋୟାର ମିଟରରୁ ଭାଗ ଭାଗ କରାଯିବ।  ଭେନ୍ୟୁରେ ପାର୍କିଂ ହୋଇଥିବା ଗାଡ଼ିଗୁଡିକର ସଂଖ୍ୟାକୁ ୪ରେ ଗୁଣାଯିବ । ସେହି ସଂଖ୍ୟା ଅନୁଯାୟୀ ଲୋକଙ୍କୁ ବିବାହରେ ସାମିଲ୍‌ କରାଯିବ।

ଉଦାହରଣ ସ୍ୱରୂପ, ଯଦି କୌଣସି ବିବାହ ମଣ୍ଡପର ଏରିଆ ୬୦୦ ସ୍କୋୟାର ମିଟର (600/1.5 = 400)ରହିଛି ତେବେ ସେଠାରେ ୪୦୦ ଜଣ ଅତିଥିଙ୍କୁ ଆସିବାର ଅନୁମତି ମିଳିବ। ସେହିପରି ଯଦି ପାର୍କିଂ କ୍ଷମତା ୧୦୦କାର ରହିବା ଭଳି ରହିଛି (100×4 = 400) ତେବେ ୪୦୦ ଲୋକଙ୍କର ବନ୍ଦବୋସ୍ତ ଏହି ୱେଡିଂ ଭେନ୍ୟୁରେ ହୋଇପାରିବ।

ଏଥିସହ ଘୋଡା,ବ୍ୟାଣ୍ଡ ବାଜାକୁ ଅଧିକ ସମୟ ରାସ୍ତାରେ ରଖିବା ପାଇଁ ମଧ୍ୟ ମନା କରିଛନ୍ତି ଦିଲ୍ଲୀ ସରକାର। ଏଥିସହ ବିବାହରେ ବଳକା ରହିଯାଇଥିବା ଖାଦ୍ୟକୁ ନଷ୍ଟ କରାନଯାଇ ଗରିବ ପିଲାମାନଙ୍କ ମଧ୍ୟରେ ବାଣ୍ଟିଦିଆଯିବାର ମଧ୍ୟ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story