ନାତିର ବହି ଦେଖୁ ଦେଖୁ ପାଇଲେ ଏମିତି ଜିନିଷ, ବୃଦ୍ଧା ହୋଇଗଲେ କୋଟିପତି...

କାନଡ଼ା: ଘରେ ବସି ବସି କୋଟିପତି ହେବାକୁ ଇଚ୍ଛା କରି ବହୁ ଲୋକ ଲଟେରି କିଣିଥାନ୍ତି। କେତେବେଳେ ଜିତିଥାନ୍ତି ତ କେତେବେଳେ ନାହିଁ। ହେଲେ ଆପଣ ଲଟେରି ବିଜେତା ବୋଲି ଜାଣିବାକୁ ପାଇ ଖୁସି ହେଉଥିବା ବେଳେ ଯଦି ଲଟେରି  ହଜିଯିବ, ସେତେବେଳେ ଆପଣଙ୍କ ମାନସିକ ସ୍ଥିତି କ’ଣ ରହିବ । ଭାଗ୍ୟକୁ ନିନ୍ଦା କରିବା ବ୍ୟତୀତ ଆପଣଙ୍କ ପାଖରେ ଆଉ କିଛି ଉପାୟ ନ ଥିବ। ହେଲେ ଶେଷରେ ଲଟେରି ପାଇ ଜିତିଥିବା ଧନରାଶି ଯଦି […]

book..

book..

Niharika Rout
  • Published: Friday, 05 April 2019
  • Updated: 05 April 2019, 11:32 AM IST

Sports

Latest News

କାନଡ଼ା: ଘରେ ବସି ବସି କୋଟିପତି ହେବାକୁ ଇଚ୍ଛା କରି ବହୁ ଲୋକ ଲଟେରି କିଣିଥାନ୍ତି। କେତେବେଳେ ଜିତିଥାନ୍ତି ତ କେତେବେଳେ ନାହିଁ। ହେଲେ ଆପଣ ଲଟେରି ବିଜେତା ବୋଲି ଜାଣିବାକୁ ପାଇ ଖୁସି ହେଉଥିବା ବେଳେ ଯଦି ଲଟେରି  ହଜିଯିବ, ସେତେବେଳେ ଆପଣଙ୍କ ମାନସିକ ସ୍ଥିତି କ’ଣ ରହିବ । ଭାଗ୍ୟକୁ ନିନ୍ଦା କରିବା ବ୍ୟତୀତ ଆପଣଙ୍କ ପାଖରେ ଆଉ କିଛି ଉପାୟ ନ ଥିବ। ହେଲେ ଶେଷରେ ଲଟେରି ପାଇ ଜିତିଥିବା ଧନରାଶି ଯଦି ପାଇଯିବେ ତେବେ ଆପଣଙ୍କ ଖୁସିର ସୀମା ରହିବ ନାହିଁ। ଏପରି ଏକ ମଜାଦାର ଘଟଣା ଘଟିଛି କାନଡ଼ାରେ।

କାନାଡାର ଜଣେ ବୃଦ୍ଧା ୨୦୧୮ ମସିହାରେ ଏକ ଲଟେରି ଟିକେଟ ଜିତିଥିଲେ। ଉକ୍ତ ଟିକେଟର ପରିମାଣ ଥିଲା ୫ କୋଟି ୧୬ ଲକ୍ଷ ଟଙ୍କା। ହେଲେ ବୃଦ୍ଧାଜଣକ ଜିତିଥିବା ଖବର ପାଇବା ପରେ ଟିକେଟ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ଟିକେଟଟି ହଜି ଯାଇଥିଲା। ଫଳରେ ନିଜ ଭାଗ୍ୟକୁ ଆଦରି ପଡି ରହିଥିଲେ। ଏହା ମଧ୍ୟରେ ବହୁ ଦିନ ବିତିଗଲାଣି ଏବଂ ବୃଦ୍ଧଜଣକ ଏହାକୁ ଭୁଲି ମଧ୍ୟ ସାରିଲେଣି। ହେଲେ କିଛି ଦିନ ପୂର୍ବେ ହୋମୱାର୍କରେ ସାହାଯ୍ୟ କରିବାକୁ ବୃଦ୍ଧାଙ୍କୁ ତାଙ୍କ ନାତି ଅନୁରୋଧ କରିଥିଲେ। ନାତି କଥା ରଖି ମହିଳା ହୋମୱାର୍କ  ଶେଷ କରିବାରେ ନାତିକୁ ସାହାଯ୍ୟ କରିବାକୁ ବସିଲେ।

ଏହି ସମୟରେ ନାତିର ବହି ଖେଳାଉ ଖେଳାଉ ସେ ଯାହା ପାଇଲେ ବିଶ୍ୱାସ କରିପାରିଲେ ନାହିଁ। ଏହାକୁ ପାଇ ତାଙ୍କ ଖୁସିର ସୀମା ରହିଲା ନାହିଁ। ହଜି ଯାଇଥିବା ଲଟେରି ଟିକେଟ ଟିକୁ ବୃଦ୍ଧାଜଣକ ଉକ୍ତ ବହିରୁ ପାଇଲେ।  ଏହାପରେ ମହିଳାଜଣକ ଉକ୍ତ ଟିକେଟ ଦେଖାଇ ଜିତିଥିବା ଧନରାଶି ପାଇ ପାରିଛନ୍ତି । ଉକ୍ତ ଲଟେରି ଟିକେଟର ସମୟ ଅବଧୀ ସରିବାକୁ କିଛି ଦିନ ଥିବା ବେଳେ ମହିଳାଜଣକ ଏହାକୁ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ଫଳରେ  ଘରେ ବସି ବସି ସେ କୋଟିପତି ହୋଇଯାଇଛନ୍ତି।

ବୃଦ୍ଧାଜଣକ କହିଥିଲେ,  ମୋ ନାତି ହୋମୱାର୍କ କରିବାକୁ ସାହାଯ୍ୟ ମାଗି ନ  ଥିଲେ, ଲଟେରି ବିଷୟରେ ଆମେ କେବେ ବି ଜାଣି ପାରି ନ ଥାନ୍ତୁ। ଭଗବାନଙ୍କ ଦୟାର ଉକ୍ତ ଲଟେରିର ଶେଷ ତାରିଖ ପୂର୍ବରୁ ଆମକୁ ତାହା ମିଳିଯାଇଛି।

ଏଭଳି ଲଟେରିକୁ ନେଇ ଏକ ମଜାଦାର ଘଟଣା କିଛି ଦିନ ପୂର୍ବରୁ ଆମେରିକାରେ ମଧ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଫୁଡ଼୍‌ ମାର୍କେଟ ଯାଇଥିବା ଜଣେ ମହିଳା ପନିପରିବା କିଣୁଥିବା ବେଳେ ପାଖରେ ଥିବା ଏକ ଲଟେରି ମଧ୍ୟ କିଣି ଆଣିଥିଲେ। ଘରେ ପହଞ୍ଚିବା ପରେ ମହିଳାଜଣକ ଉକ୍ତ ଲଟେରିର ଟପ୍‌ ବିଜେତା ହୋଇପାରିଥିବା ଜାଣିବାକୁ ପାଇଲେ। ଏହାପରେ ଏହି ଲଟେରି ଟିକେଟ ଦେଖାଇ ସେ ୧. ୫୮ କୋଟି ଟଙ୍କା ଜିତି ପାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story