ଗୃହକାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ୨୫ କଂଗ୍ରେସ ଏମପି ନିଲମ୍ବିତ,ଆସନ୍ତାକାଲି ଯାଏଁ ଲୋକସଭା ମୁଲତବି

ନୂଆଦିଲ୍ଲୀ:  ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ୨୫ ଜଣ କଂଗ୍ରେସ ସାଂସଦକୁ ୫ ଦିନ ପାଇଁ ନିଲମ୍ବନ କରିଛନ୍ତି। ଏହାସହ ଗୃହକାର୍ଯ୍ୟକୁ ଆସନ୍ତାକାଲି ଯାଏ ମୁଲତବୀ କରିଦିଆଯାଇଛି। ସାଂସଦରେ ସୁଷମା ସ୍ୱରାଜ, ରାଜସ୍ତାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ବ୍ୟାପମ ସ୍କାମରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଇସ୍ତଫା ଦାବି କରି ଆସୁଛି। ସୋମବାର କଂଗ୍ରେସ ସାଂସଦମାନେ ଲୋକସଭା ମଧ୍ୟରେ ପ୍ଲାକାର୍ଡ ଦେଖାଇ ହଟ୍ଟଗୋଳ କରିଥିଲେ।ଏହିପରି ବହୁ […]

sumitra mahajana

sumitra mahajana

Rakesh Mallick
  • Published: Monday, 03 August 2015
  • Updated: 03 August 2015, 11:56 AM IST

Sports

Latest News

ନୂଆଦିଲ୍ଲୀ:  ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ୨୫ ଜଣ କଂଗ୍ରେସ ସାଂସଦକୁ ୫ ଦିନ ପାଇଁ ନିଲମ୍ବନ କରିଛନ୍ତି। ଏହାସହ ଗୃହକାର୍ଯ୍ୟକୁ ଆସନ୍ତାକାଲି ଯାଏ ମୁଲତବୀ କରିଦିଆଯାଇଛି।

ସାଂସଦରେ ସୁଷମା ସ୍ୱରାଜ, ରାଜସ୍ତାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ବ୍ୟାପମ ସ୍କାମରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଇସ୍ତଫା ଦାବି କରି ଆସୁଛି। ସୋମବାର କଂଗ୍ରେସ ସାଂସଦମାନେ ଲୋକସଭା ମଧ୍ୟରେ ପ୍ଲାକାର୍ଡ ଦେଖାଇ ହଟ୍ଟଗୋଳ କରିଥିଲେ।ଏହିପରି ବହୁ ସମୟ ଧରି ଚାଲିଥିଲା। ଏଥିରୁ ବିରତ ରହିବା ପାଇଁ ବାଚସ୍ପତି ବାରମ୍ବାର କହିବା ସ୍ୱତ୍ତେ କଂଗ୍ରେସ ଏମପି ମାନେ କିଛି ଶୁଣି ନ ଥିଲେ। ଫଳରେ ଗୃହମଧ୍ୟକୁ ପ୍ଲାକାର୍ଡ ଆଣିବା ଓ ଗୃହକୁ ସୁରୁଖୁରରେ ଚଳାଇ ନ ଦବେ ଅଭିଯୋଗରେ ବାଚସ୍ପତ୍ତି ୨୭ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦମାନେ ହେଲେ ଗୌରବ ଗୋଗୋଇ, ସୁସ୍ମିତା ଦେବ୍, ଦୀପେନ୍ଦ୍ର ହୁଡା, ଅଧୀର ରଞ୍ଜନ ଚୌଧୁରୀ, ବିଏନ ଚନ୍ଦ୍ରପ୍ପା, ଅଭିଜିତ ମୁଖାର୍ଜୀ ପ୍ରମୁଖ ସାଂସଦ ରହିଛନ୍ତି।

ଅନ୍ୟପକ୍ଷରେ  କଂଗ୍ରେସ ଅଧ୍ୟକ୍ଷା ସନିଆ ଗାନ୍ଧି କହିଛନ୍ତି ଯେ, ମନ କି ବାତ କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ମୌନ ବ୍ରତ ଅବଲମ୍ବନ କରିଛନ୍ତି। ଏହା ଗଣତନ୍ତ୍ର ପ୍ରତି ଅହିତକର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story