ଏବେ କେବଳ ୫୦ଟି ସାମଗ୍ରୀ ଉପରେ ଲାଗିବ ୨୮ ପ୍ରତିଶତ ଜିଏସ୍‌ଟି

ନୂଆଦିଲ୍ଲୀ: ଏବେ ପର୍ଯ୍ୟନ୍ତ ୨୨୦ଟି ବସ୍ତୁରେ ଲାଗୁଥିବା ୨୮ ପ୍ରତିଶତ ଦ୍ରବ୍ୟ ଓ ସେବାକର ଅର୍ଥତ୍‌ ଜିଏସ୍‌ଟି ଏବେ ମାତ୍ର ୫୦ଟି ବସ୍ତୁ ଉପରେ ହିଁ ଲାଗିବ । ଏହି ୫୦ ବସ୍ତୁ ବ୍ୟତୀତ ଅନ୍ୟ ବସ୍ତୁଗୁଡିକୁ କମ୍‌ ଟିକସ ଦରଭୁକ୍ତ କରିଦିଆ ଯାଇଛି। ଏହଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର କମିବ ବୋଲି ଆଶା କରାଯାଉଛି। ନିକଟରେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନେ ଅଭିଯୋଗ କରିଥିଲେ କି ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଲାଗୁ […]

156388563

156388563

Rakesh Mallick
  • Published: Friday, 10 November 2017
  • Updated: 10 November 2017, 05:00 PM IST

Sports

Latest News

ନୂଆଦିଲ୍ଲୀ: ଏବେ ପର୍ଯ୍ୟନ୍ତ ୨୨୦ଟି ବସ୍ତୁରେ ଲାଗୁଥିବା ୨୮ ପ୍ରତିଶତ ଦ୍ରବ୍ୟ ଓ ସେବାକର ଅର୍ଥତ୍‌ ଜିଏସ୍‌ଟି ଏବେ ମାତ୍ର ୫୦ଟି ବସ୍ତୁ ଉପରେ ହିଁ ଲାଗିବ । ଏହି ୫୦ ବସ୍ତୁ ବ୍ୟତୀତ ଅନ୍ୟ ବସ୍ତୁଗୁଡିକୁ କମ୍‌ ଟିକସ ଦରଭୁକ୍ତ କରିଦିଆ ଯାଇଛି। ଏହଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର କମିବ ବୋଲି ଆଶା କରାଯାଉଛି। ନିକଟରେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନେ ଅଭିଯୋଗ କରିଥିଲେ କି ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଲାଗୁ ହୋଇଥିବା ଏହି ବ୍ୟବସ୍ଥା ମୁତାବକ ସେମାନଙ୍କର ବିପୁଳ କ୍ଷତି ହୋଇଛି। ପ୍ରଶାସନିକ କ୍ଷେତ୍ରରେ ମଧ୍ୟରେ ସେମାନେ ସମସ୍ୟା ଭୋଗୁଥିଲେ ବୋଲି ଅଭିଯୋଗ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଗୌହାଟୀଠାରେ କେନ୍ଦ୍ର ବିତ୍ତ ମନ୍ତ୍ରୀ ଅରୁଣ ଜେଟଲିଙ୍କ ନେତୃତ୍ୱରେ ଶୁକ୍ରାବର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଜିଏସ୍‌ଟି କାଉନ୍‌ସିଲର ନେଟୱାର୍କ ପ୍ୟାନେଲ୍‌ ମୁଖ୍ୟ ଶୁଶୀଲ ମୋଦି କହିଛନ୍ତି ଯେ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯଥା, ସାମ୍ପୁ, ଡିଓଡ୍ରେଣ୍ଟ, ଟୁଥ୍‌ପେଷ୍ଟ, ସେଭିଂ କ୍ରିମ୍‌ ଓ ଚୁଇଂଗମ୍‌ ଭଳି ବହୁ ସାମଗ୍ରୀ ଏବେ ଶସ୍ତା ହେବ। କାଉନ୍‌ସିଲର ୨୩ ତମ ଏହି ବୈଠକରେ ଆସାମ ବିତ୍ତମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତତୃତ୍ୱରେ ଗଠିତ ଏକ ପ୍ୟାନେଲର କେତେକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ପ୍ୟାନେଲର ପ୍ରସ୍ତାବ ମୁତାବକ ଏସି ରେଷ୍ଟୁରାଣ୍ଟରେ ପରସା ଯାଉଥିବା ଖାଦ୍ୟ ସାମଗ୍ରୀ ଉପରୁ ମଧ୍ୟ ୧୮ ପ୍ରତିଶତ ଜିଏସ୍‌ଟି ହଟାଇ ୧୨ ପ୍ରତିଶତ କରାଯିବାର ସମ୍ଭାବନା ରହିଛି ।  ପ୍ରତିମାସ ଆୟକର ରିଟର୍ଣ୍ଣ ଦାଖଲ ଲାଗି ରହିଥିବା ବ୍ୟବସ୍ଥାବଳୀ ଉପରେ ମଧ୍ୟ ଆଲୋଚନା କରାଯାଉଛି । ଯାହାଲାଗି କରଦାତା ଆସ୍ୱସ୍ତ ହେବେ ବୋଲି କୁହାଯାଉଛି।

ପୂର୍ବରୁ ବିତ୍ତମନ୍ତ୍ରୀ ଜେଟଲୀ ସଙ୍କେତ ଦେଇଥିଲେ ଯେ, ଏହି ମାସରେ ୨୮ ପ୍ରତିଶତ ସ୍ଲାବରେ ଥିବା କେତେକ ବସ୍ତୁ ଉପରୁ ଟିକସ ହଟାଯିବାକୁ ଚିନ୍ତା କରାଯାଉଛି। ଏପରିକି  ଏମିତି କେତେକ ବସ୍ତୁ ଏହି ସ୍ଲାବରେ ସାମିଲ ହେବାର ନ ଥିଲା ବୋଲି ମଧ୍ୟ ସେ ସ୍ୱୀକାର କରିଥିଲେ। ଜୁଲାଇ ୧ରୁ ଲାଗୁ ହୋଇଥିବା ଏହି ବ୍ୟବସ୍ଥାବଳୀର ପୁଙ୍କାନୁପୁଙ୍ଖ ତର୍ଜମା ଲାଗି ପ୍ରତିମାସରେ ବୈଠକ ହେବ ବୋଲି ସ୍ତିରୀକୃତ ହୋଇଥିବା ବେଳ ଇତିମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଥର ଟାକ୍ସ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇସାରିଲାଣି। ୫,୧୨,୧୮ ଓ ୨୮ ଭଳି ସ୍ଲାବ ଜରିଆରେ ଏକକ କରଧାର୍ଯ୍ୟ କରାଯାଇ ଟିକସ ନିଆଯାଉଥିବା ବେଳ ଉପରୋକ୍ତ ସ୍ଲାବରେ ରହୁଥିବା ସାମଗ୍ରୀ କେଉଁ ସରଣୀର ରହିବ ତାହାକୁ ନେଇ ବିବାଦ ଏବେ ମଧ୍ୟ ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story