ଜିଏସଟି ଚିନ୍ତା: ସୋନିଆ ଏବଂ ମନମୋହନଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟି ବିଲକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ଏହି ମିଟିଂ ଚାଲିଥିଲା। ମିଟିଂ ପରେ କେନ୍ଦ୍ର ସରକାର ଜିଏସଟି ବିଲ ଉପରେ କଂଗ୍ରେସର କିଛି ଦାବି ମାନି ନେବ ବୋଲି ଆଶା କରାଯାଉଛି। ବୈଠକ ପରେ ଅରୁଣ ଜେଟଲି କହିଛନ୍ତି, ସଂସଦ ଅଧିବେଶନ ଠିକରେ ଚାଲିବା ଓ ଯେଉଁ ବିଲ୍ ଅଛି ତାହା […]

modi

modi

Rakesh Mallick
  • Published: Friday, 27 November 2015
  • Updated: 27 November 2015, 04:56 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟି ବିଲକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ଏହି ମିଟିଂ ଚାଲିଥିଲା। ମିଟିଂ ପରେ କେନ୍ଦ୍ର ସରକାର ଜିଏସଟି ବିଲ ଉପରେ କଂଗ୍ରେସର କିଛି ଦାବି ମାନି ନେବ ବୋଲି ଆଶା କରାଯାଉଛି। ବୈଠକ ପରେ ଅରୁଣ ଜେଟଲି କହିଛନ୍ତି, ସଂସଦ ଅଧିବେଶନ ଠିକରେ ଚାଲିବା ଓ ଯେଉଁ ବିଲ୍ ଅଛି ତାହା ଆଲୋଚନା ମଧ୍ୟମରେ ପାରିତ କରାଯିବା ଏହାର ଉଦ୍ଦେଶ୍ୟ ଥିଲା। ବୈଠକରେ ଜିଏସଟି ବିଷୟରେ ଆଲୋଚନା ହୋଇଥିଲା। କଂଗ୍ରେସ ତରଫରୁ ୩ଟି ବିଷୟ ଉପରେ ନିଜର ମତ ରଖାଯାଇଥିଲା। ସରକାର ମଧ୍ୟ ଏହା ଉପରେ ନିଜର ମତ ରଖିଥିଲେ। ସରକାର ଓ ପ୍ରମୁଖ ବିରୋଧୀ ଦଳ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ପୁଣି ଆଲୋଚନା ହେବାର ସମ୍ଭାବନା ରହିଛି। ଜିଏସଟି ବିଲ ଉପରେ କଂଗ୍ରେସ କରିଥିବା ୩ଟି ଦାବିରୁ ୨ଟି ଉପରେ ସରକାର ଓ ବିରୋଧୀଙ୍କ ସହମତି ହୋଇପାରେ।

ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ, ଜିଏସଟି ବିଲକୁ ସଂସଦରେ ପାରିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ସହିତ ଆଲୋଚନା କରିବାକୁ ଆଗ୍ରହୀ ଅଛନ୍ତି। ଜେଟଲୀ ଲକ୍ଷ୍ୟ ରଖିଛନ୍ତି ଅପ୍ରତ୍ୟକ୍ଷ କର ବ୍ୟବସ୍ଥାକୁ ୨୦୧୬ ଏପ୍ରିଲରୁ କାର୍ଯ୍ୟକାରୀ କରିବା ପାଇଁ। ସେଥିପାଇଁ ବସ୍ତୁ ଓ ସେବା କର (ଜିଏସଟି) ବିଲକୁ ସଂସଦର ଶୀତ ଅଧିବେଶନରେ ପାରିତ କରିବା ଜରୁରୀ। ଜିଏସଟି ନେଇ ସେ କଂଗ୍ରେସର ପ୍ରାୟ ସମସ୍ତ ନେତାଙ୍କ ସହ ଆଲୋଚନା କରିସାରିଛନ୍ତି ବୋଲି ଜେଟଲୀ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି କହିଛନ୍ତି, ଲୋକଙ୍କ ଚାପରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜିଏସଟି ବିଲ୍ ସଂପର୍କରେ ଆଲୋଚନା କରିବାକୁ ଆମନ୍ତ୍ରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story