ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହେବ ୨୯ ସାମଗ୍ରୀ  

ନୂଆଦିଲ୍ଲୀ: ଜିଏସ୍‌ଟି କାଉନସିଲ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୯ଟି ସାମଗ୍ରୀ ଏବଂ ୫୩ଟି ସେବା ଉପରେ ଥିବା ଜିଏସ୍‌ଟି ଦର ପରିବର୍ତ୍ତନ କରାଯାଇଛି। ସରକାର ୨୯ଟି ହସ୍ପଶିଳ୍ପ ସାମଗ୍ରୀ ଉପରୁ ଜିଏସ୍‌ଟି ହଟାଇ ଦେଇଛନ୍ତି। ତେବେ ପେଟ୍ରୋଲ ଓ ଡିଜେଲ ଉପରେ ଜିଏଟି ଲାଗୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।  ଜିଏସ୍‌ଟି ପରିଷଦର ପରବର୍ତ୍ତୀ ବୈଠକରେ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସ୍‌ଟି ଲାଗୁ କରାଯିବା ନେଇ ଆଲୋଚନା ହୋଇପାରେ। ଏଲପିଜି ବିତରଣ […]

GST

GST

Rakesh Mallick
  • Published: Friday, 19 January 2018
  • Updated: 19 January 2018, 10:11 AM IST

Sports

Latest News

ନୂଆଦିଲ୍ଲୀ: ଜିଏସ୍‌ଟି କାଉନସିଲ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୯ଟି ସାମଗ୍ରୀ ଏବଂ ୫୩ଟି ସେବା ଉପରେ ଥିବା ଜିଏସ୍‌ଟି ଦର ପରିବର୍ତ୍ତନ କରାଯାଇଛି। ସରକାର ୨୯ଟି ହସ୍ପଶିଳ୍ପ ସାମଗ୍ରୀ ଉପରୁ ଜିଏସ୍‌ଟି ହଟାଇ ଦେଇଛନ୍ତି। ତେବେ ପେଟ୍ରୋଲ ଓ ଡିଜେଲ ଉପରେ ଜିଏଟି ଲାଗୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।  ଜିଏସ୍‌ଟି ପରିଷଦର ପରବର୍ତ୍ତୀ ବୈଠକରେ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସ୍‌ଟି ଲାଗୁ କରାଯିବା ନେଇ ଆଲୋଚନା ହୋଇପାରେ।

ଏଲପିଜି ବିତରଣ କରୁଥିବା ଘରୋଇ କମ୍ପାନୀ ଉପରେ ଲାଗିଥିବା ଜିଏସ୍‌ଟିକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦିଆଯାଇଛି।  ବାୟୋ ଇନ୍ଧନରେ ଚାଲୁଥିବା ବସ୍‌ ଗୁଡ଼ିକରେ ବ୍ୟବହୃତ ଇନ୍ଧନ ଉପରେ ଜିଏସ୍‌ଟି ଦର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି।  ଦିଲ୍ଲୀରେ ବସିଥିବା ଜିଏସ୍‌ଟି କାଉନ୍‌ସିଲର ୨୫ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୫ ତାରିଖରୁ ଏହି ନୂତନ ପରିବର୍ତ୍ତିତ ଦର କାର୍ଯ୍ୟକାରୀ ହେବ।  ତେବେ ରିୟଲ ଇଷ୍ଟେଟ୍ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ।  ସେହିପରି ଜିଏସ୍‌ଟି ଦାଖଲ ଫର୍ମରେ ସରଳୀକରଣ ପ୍ରସଙ୍ଗରେ ମଧ୍ୟ ନିଷ୍ପତ୍ତି ହୋଇନାହିଁ। ୧୦ ଦିନ ପରେ ଭିଡିଓ କନ୍‌ଫରେନସିଂରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story