ପ୍ରତିବର୍ଷ ଜୁଲାଇ ୧ରେ ପାଳନ ହେବ ଜିଏସ୍‌ଟି ଦିବସ

ଦୀର୍ଘ ୧୭ ବର୍ଷର ପଥ ଅତିକ୍ରମ କରିବା ପରେ ଆଜି ମଧ୍ୟରାତ୍ରରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ପାରିତ ହେବ ଜିଏସ୍‌ଟି ବିଲ୍। ୨ହଜାର ଆରବ ଡଲାରର ଭାରତୀୟ ବଜାରରେ ଆସିବ ଆମୂଳଚୂଳ ପରିବର୍ତ୍ତନ। ଜିଏସ୍‌ଟିକୁ ନେଇ ୧୩୦ କୋଟି ଭାରତୀୟଙ୍କ ମନରେ ଭରି ରହିଛି ଉତ୍ସୁକତା। ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ କର ସୁଧାର ଉପରେ ଜିଏସ୍‌ଟି ଏକ ବଡ଼ ପଦକ୍ଷେପ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି। ଗୋଟିଏ ଦେଶ, ଗୋଟିଏ କର ଓ ଗୋଟିଏ ବଜାରର […]

gst

gst

Rakesh Mallick
  • Published: Friday, 30 June 2017
  • Updated: 30 June 2017, 09:59 PM IST

Sports

Latest News

ଦୀର୍ଘ ୧୭ ବର୍ଷର ପଥ ଅତିକ୍ରମ କରିବା ପରେ ଆଜି ମଧ୍ୟରାତ୍ରରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ପାରିତ ହେବ ଜିଏସ୍‌ଟି ବିଲ୍। ୨ହଜାର ଆରବ ଡଲାରର ଭାରତୀୟ ବଜାରରେ ଆସିବ ଆମୂଳଚୂଳ ପରିବର୍ତ୍ତନ। ଜିଏସ୍‌ଟିକୁ ନେଇ ୧୩୦ କୋଟି ଭାରତୀୟଙ୍କ ମନରେ ଭରି ରହିଛି ଉତ୍ସୁକତା। ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ କର ସୁଧାର ଉପରେ ଜିଏସ୍‌ଟି ଏକ ବଡ଼ ପଦକ୍ଷେପ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି।

ଗୋଟିଏ ଦେଶ, ଗୋଟିଏ କର ଓ ଗୋଟିଏ ବଜାରର ବାର୍ତ୍ତା ଦେବ ଜିଏସ୍‌ଟି। କେନ୍ଦ୍ର ଓ ରାଜ୍ୟକୁ ଗୋଟିଏ ସେବା କରରେ ବାନ୍ଧି ରଖିବାରେ ସହାୟକ ହେବ ଏହି ଜିଏସ୍‌ଟି। ଏହି ଐତିହାସିକ ଦିନକୁ ମନେରଖିବା ପାଇଁ ମୋଦି ସରକାର ନେଇଛନ୍ତି ଆଉ ଏକ ଅଭିନବ ପଦକ୍ଷେପ। ଏଣିକି ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ଜିଏସ୍‌ଟି ଦିବସ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story