କେଉଁ ସାମଗ୍ରୀ ଉପରେ ଲାଗିବ ୫, ୧୨ ଓ ୧୮ ପ୍ରତିଶତ ଜିଏସ୍‌ଟି

ଭୁବନେଶ୍ୱର: ଆସନ୍ତାକାଲିଠୁ ଲାଗୁ ହେବ ଜିଏସ୍‌ଟି। ଏହି ନୂଆ ଟିକସ ବ୍ୟବସ୍ଥାରେ କିଛି ଦ୍ରବ୍ୟ ଉପରେ ଆଦୌ ଟିକସ ନିଆଯିବ ନାହିଁ। କିନ୍ତୁ ଆଉ କିଛି ଦ୍ରବ୍ୟ ଉପରେ ଟିକସ ବସାଯାଇଛି। ଆସନ୍ତୁ ଜାଣିବା କେଉଁ ସାମଗ୍ରୀ ଉପରେ କେତେ ପ୍ରତିଶତ ଟିକସ ବସାଯାଇଛି। ଜିଏସ୍‌ଟି @ ୫% ଚିନି, ଚା, ରୋଷ୍ଟେଡ କଫି ବିନ୍, ଖାଇବା ତେଲ, ସ୍କିମ୍‌ଡ ମିଲ୍କ ପାଉଡର, ଶିଶୁମାନଙ୍କ ପାଇଁ ଦୁଗ୍ଧ ଖାଦ୍ୟ, ପ୍ୟାକ୍‌ ହୋଇଥିବା ପନିର, କାଜୁ, କିସ୍‌ମିସ୍‌, ପିଡିଏସ୍‌ […]

gststore

gststore

Rakesh Mallick
  • Published: Friday, 30 June 2017
  • Updated: 30 June 2017, 11:41 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠୁ ଲାଗୁ ହେବ ଜିଏସ୍‌ଟି। ଏହି ନୂଆ ଟିକସ ବ୍ୟବସ୍ଥାରେ କିଛି ଦ୍ରବ୍ୟ ଉପରେ ଆଦୌ ଟିକସ ନିଆଯିବ ନାହିଁ। କିନ୍ତୁ ଆଉ କିଛି ଦ୍ରବ୍ୟ ଉପରେ ଟିକସ ବସାଯାଇଛି। ଆସନ୍ତୁ ଜାଣିବା କେଉଁ ସାମଗ୍ରୀ ଉପରେ କେତେ ପ୍ରତିଶତ ଟିକସ ବସାଯାଇଛି।

ଜିଏସ୍‌ଟି @ ୫%

ଚିନି, ଚା, ରୋଷ୍ଟେଡ କଫି ବିନ୍, ଖାଇବା ତେଲ, ସ୍କିମ୍‌ଡ ମିଲ୍କ ପାଉଡର, ଶିଶୁମାନଙ୍କ ପାଇଁ ଦୁଗ୍ଧ ଖାଦ୍ୟ, ପ୍ୟାକ୍‌ ହୋଇଥିବା ପନିର, କାଜୁ, କିସ୍‌ମିସ୍‌, ପିଡିଏସ୍‌ କିରାସିନି, ଘରୋଇ ଏଲପିଜି, ଜୋତା-ଚପଲ(ଟ.୫୦୦ ପର୍ଯ୍ୟନ୍ତ), କପଡ଼ା (ଟ.୧,୦୦୦ ପର୍ଯ୍ୟନ୍ତ), ଅଗରବତୀ ଓ କୟର ମେଟ।

ଜିଏସ୍‌ଟି @ ୧୨%

ବଟର, ଘିଅ, ବାଦାମ, ଫ୍ରୁଟ୍‌ ଜୁସ୍‌, ପ୍ୟାକ୍‌ ହୋଇଥିବା ପଇଡ଼ ପାଣି, ପନିପରିବା, ଫଳ, ବାଦାମ ଏବଂ ଗଛର ଅନ୍ୟ ଭାଗରୁ ନିର୍ମିତ ଖାଦ୍ୟ ପଦାର୍ଥ ଯେପରିକି ଆଚାର, ମୁରବା, ଚଟଣୀ, ଜାମ୍‌ ଏବଂ ଜେଲି, ଛତା ଓ ମୋବାଇଲ୍‌।

ଜିଏସ୍‌ଟି @ ୧୮%

କେଶ ତେଲ, ଟୁଥ୍‌ପେଷ୍ଟ, ସାବୁନ, ପାସ୍ତା, କନ୍‌ ଫ୍ଲେକ୍ସ, ସୁପ୍, ଆଇସ୍‌କ୍ରିମ,ଟୟଲେଟ୍ରିଜ୍, କମ୍ପ୍ୟୁଟର ଓ ପ୍ରିଣ୍ଟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story