ଆସନ୍ତାକାଲି ଗୁଜରାଟ ନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେବ ୬୮୯ଙ୍କ ଭାଗ୍ୟ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ପାଇଁ  ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ।  ମୋଟ୍ ୧୮୨ଟି ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟର ରାଜକୋଟ, ଜୁନାଗଡ଼, ଅମରେଲି, ମୋର୍ବି, କଚ୍ଛ ଓ ସୁରେନ୍ଦ୍ରନଗର ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।  ଏଥର ମଇଦାନରେ ଅଛନ୍ତି ୯୭୭ ଜଣ ପ୍ରାର୍ଥୀ।  ସେମାନଙ୍କ ମଧ୍ୟରୁ ୫୭ ଜଣ ମହିଳା ଅଛନ୍ତି। ମୁଖ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି […]

nn

nn

Rakesh Mallick
  • Published: Friday, 08 December 2017
  • Updated: 08 December 2017, 09:35 AM IST

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ପାଇଁ  ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ।  ମୋଟ୍ ୧୮୨ଟି ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟର ରାଜକୋଟ, ଜୁନାଗଡ଼, ଅମରେଲି, ମୋର୍ବି, କଚ୍ଛ ଓ ସୁରେନ୍ଦ୍ରନଗର ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।  ଏଥର ମଇଦାନରେ ଅଛନ୍ତି ୯୭୭ ଜଣ ପ୍ରାର୍ଥୀ।  ସେମାନଙ୍କ ମଧ୍ୟରୁ ୫୭ ଜଣ ମହିଳା ଅଛନ୍ତି। ମୁଖ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ସେ ପଶ୍ଟିମ ରାଜକୋଟ ଆସନରୁ ନିର୍ବାଚନ ଲଢୁଛନ୍ତି।  ଭୋଟିଂ ପାଇଁ ୨୪ ହଜାର ୬୮୯ଟି ପୋଲିଂ ବୁଥ୍ କରାଯାଇଛି।

ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏବଂ ରାହୁଲ ଗାନ୍ଧିଙ୍କ ପାଇଁ ଏହା କେବଳ ନିର୍ବାଚନ ନୁହେଁ, ସମ୍ମାନର ଲଢ଼େଇ।  କ୍ଷମତା ବଜାୟ ରଖିବା ଲକ୍ଷ୍ୟରେ ଶାସକ ବିଜେପି ଥିବାବେଳେ ଦୀର୍ଘ ୨୨ ବର୍ଷ ପରେ କ୍ଷମତାକୁ ଫେରିବା ଲାଗି ପ୍ରୟାସ କରୁଛି କଂଗ୍ରେସ।  ମୋଦି ୧୪ଟି ରାଲି କରିଥିବା ବେଳେ ରାହୁଲ ସାତ ଦିନରୁ ଅଧିକ ଗୁଜରାଟରେ ଡେରା ପକାଇଥିଲେ। ଏଥିସହ ହାର୍ଦ୍ଦିକ, ଅଳ୍ପେଶ ଓ ଜିଗ୍ନେଶ ଫ୍ୟାକ୍ଚର ଏଥର ଗୁଜରାଟ ନିର୍ବାଚନକୁ ଆହୁରି ରୋମାଞ୍ଚକ କରିଛି।  ଡିସେମ୍ବର ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ।  ୧୮ରେ ଭୋଟ୍ ଗଣତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story