କେମିକାଲ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ , ଜଳିଗଲେ ୫ କର୍ମଚାରୀ

ଅହମଦାବାଦ:ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତରାତିରେ ବ୍ଲାଷ୍ଟ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୫ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରଠୁ ଜଣେ କର୍ମଚାରୀଙ୍କ ପତ୍ତା ମିଳୁନି । ପୁଲିସ୍‌ ମାମଲା ରୁଜୁ କରି ସନ୍ଧାନ ଜାରି ରଖିଛି। ରବିବାର ବିଳମ୍ବିତ ରାତିରେ ଭରୁଚ ସହରସ୍ଥିତ ଓମ୍‌ ଅର୍ଗାନିକ କେମିକାଲ ଫ୍ୟାକ୍ଟ୍ରିରେ ହଠାତ୍‌ ଭୟଙ୍କର ବ୍ଲାଷ୍ଟ  ହୋଇଥିଲା। ଏହାପରେ ଫ୍ୟାକ୍ଟ୍ରିରେ  ନିଆଁ ଲାଗି  ୫ କର୍ମଚାରୀ […]

fire

fire

Niharika Rout
  • Published: Monday, 11 April 2022
  • Updated: 11 April 2022, 09:47 AM IST

Sports

Latest News

ଅହମଦାବାଦ:ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଗତରାତିରେ ବ୍ଲାଷ୍ଟ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୫ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରଠୁ ଜଣେ କର୍ମଚାରୀଙ୍କ ପତ୍ତା ମିଳୁନି । ପୁଲିସ୍‌ ମାମଲା ରୁଜୁ କରି ସନ୍ଧାନ ଜାରି ରଖିଛି।

ରବିବାର ବିଳମ୍ବିତ ରାତିରେ ଭରୁଚ ସହରସ୍ଥିତ ଓମ୍‌ ଅର୍ଗାନିକ କେମିକାଲ ଫ୍ୟାକ୍ଟ୍ରିରେ ହଠାତ୍‌ ଭୟଙ୍କର ବ୍ଲାଷ୍ଟ  ହୋଇଥିଲା। ଏହାପରେ ଫ୍ୟାକ୍ଟ୍ରିରେ  ନିଆଁ ଲାଗି  ୫ କର୍ମଚାରୀ ଜୀଅନ୍ତା ଜଳି ଯାଇଥିଲେ। ବ୍ଲାଷ୍ଟ  ପରେ ଜଣେ କର୍ମଚାରୀ ନିଖୋଜ ହୋଇ ଯାଇଥିବା ବେଳେ ତାଙ୍କ ସନ୍ଧାନ ଜାରି ରହିଛି। ଏହି ବ୍ଲାଷ୍ଟର ଶବ୍ଦ ଏତେ ପ୍ରଖର ଥିଲା ଯେ, ଏହାର ତିବ୍ରତା ବହୁ ଦୂର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।

ଭରୁଚରେ ବହୁ ସଂଖ୍ୟାରେ କେମିକାଲ ଫ୍ୟାକ୍ଟ୍ରି ଥିବା ବେଳେ ଏପରି ବ୍ଲାଷ୍ଟ ପ୍ରଥମ ଘଟଣା ନୁହେଁ। ୨୦୨୧ ଫେବୃୟାରୀ ୨୩ରେ ଏକ କମ୍ପାନୀରେ ବ୍ଳାଷ୍ଟ ହୋଇ ୨୪ ଜଣ ଗୁରୁତର ହୋଇଥିଲେ। ଏହି ବ୍ଲାଷ୍ଟର ଶବ୍ଦ ୧୫ କିମି ଦୂର ପର୍ଯ୍ୟନ୍ତ ଶୁଭିଥିଲା। ଏହା ଏତେ ପ୍ରଚଣ୍ଡ ଥିଲା ଯେ, ଆଖପାଖ ଗାଁରେ ଭୂକମ୍ପ ଅନୁଭୂତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story