ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌, ୬୮ ପ୍ରତିଶତ ମତଦାନ

ସୁରତ: ଗୁଜରାଟ ବିଧାନସଭା ଲାଗି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଜି ଇଭିଏମରେ ସିଲ ହୋଇଛି ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ବେଳେ ଆଜି କିଛି ବୁଥରେ ଭୋଟିଂ ମେସିନରେ ତ୍ରୁଟିକୁ ବାଦ୍ ଦେଇ ରାଜ୍ୟର ୮୯ ଆସନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ୬୮ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଆଗ ଅପେକ୍ଷା ଏଥର ଅଧିକ ମତଦାନ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ […]

gugurat

gugurat

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 09:56 PM IST

Sports

Latest News

ସୁରତ: ଗୁଜରାଟ ବିଧାନସଭା ଲାଗି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଜି ଇଭିଏମରେ ସିଲ ହୋଇଛି ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ବେଳେ ଆଜି କିଛି ବୁଥରେ ଭୋଟିଂ ମେସିନରେ ତ୍ରୁଟିକୁ ବାଦ୍ ଦେଇ ରାଜ୍ୟର ୮୯ ଆସନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ୬୮ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଆଗ ଅପେକ୍ଷା ଏଥର ଅଧିକ ମତଦାନ ହୋଇଥିବା ଜଣାପଡ଼ିଛି।

ଆଜି ସକାଳେ ମତଦାନ ଆରମ୍ଭ ହୋଇଥିଲା। ଭୋଟରମାନେ ଶାନ୍ତିଶୃଙ୍ଖଳାରେ ଧାଡ଼ିରେ ଯାଇ ମତଦାନ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହି ଅଞ୍ଚଳରେ ବିଜେପିର ପଲ୍ଲା ଭାରି ରହିଥିଲା। ୨୦୧୨ ନିର୍ବାଚନରେ ୮୯ଟି ସିଟ୍‌ରୁ ବିଜେପି ୬୮ଟି ଆସନ ଅକ୍ତିଆର କରିଥିଲା। ମୋଟ୍‌ ବିଜେପି ୧୧୬ ଆସନ ଜିତି ରାଜ୍ୟରେ ସରକାର ଗଢ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story