ଆତଙ୍କିତ ବିଜେପି: ହାର୍ଦ୍ଦିକ ପଟେଲଙ୍କୁ ଜେଲ୍‌ ପଠାବାକୁ ଚାଲ୍‌ !

ଅହମ୍ମଦାବାଦ: ବିଶନଗର ସେସନ କୋର୍ଟ ପଟିଦାର ନେତା ହାର୍ଦ୍ଦିକ ପଟେଲ, ଲାଲଜୀ ପଟେଲ ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିଛନ୍ତି। ବିଜେପି ବିଧାୟକ ହୃଷୀକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଅଭିଯୋଗର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବା ବେଳେ ଏପରି ଗିରଫଦାରୀ ରାୟକୁ ନେଇ ବିଜେପିକୁ ସମାଲୋଚନା ଆରମ୍ଭ ହୋଇଯାଇଛି। ପଟିଦାର ଆନ୍ଦୋଳନର ଆତଙ୍କ ବିଜେପିର ପିଛା ଛାଡି ନାହିଁ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 07:15 PM IST

Sports

Latest News

ଅହମ୍ମଦାବାଦ: ବିଶନଗର ସେସନ କୋର୍ଟ ପଟିଦାର ନେତା ହାର୍ଦ୍ଦିକ ପଟେଲ, ଲାଲଜୀ ପଟେଲ ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିଛନ୍ତି। ବିଜେପି ବିଧାୟକ ହୃଷୀକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଅଭିଯୋଗର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବା ବେଳେ ଏପରି ଗିରଫଦାରୀ ରାୟକୁ ନେଇ ବିଜେପିକୁ ସମାଲୋଚନା ଆରମ୍ଭ ହୋଇଯାଇଛି। ପଟିଦାର ଆନ୍ଦୋଳନର ଆତଙ୍କ ବିଜେପିର ପିଛା ଛାଡି ନାହିଁ ଓ ପଟେଲ ସମ୍ପ୍ରଦାୟଙ୍କ ସମର୍ଥନ ହରାଇଥିବା ଆଶଙ୍କାରେ ବିଜେପି ଏମିତି କରୁଛି ବୋଲି ଅଭିଯୋଗ ହେଉଛି।

୨୦୧୬ ଜୁଲାଇରେ ବିଜେପି ବିଧାୟକଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜାରେ ହାର୍ଦ୍ଦିକ ଏବଂ ଲାଲଜୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।

ଆଜି ନିର୍ବାଚନ ଆୟୋଗ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ୯ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ଓ ୧୪ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୮୨ ଆସନ ପାଇଁ ନିର୍ବାଚନ ହେବ।

02rss-m-g-vaidya-2ପଟିଦାରଙ୍କ ପ୍ରଭାବ

ଗୁଜରାଟ୍‌ ନିର୍ବାଚନରେ ପଟିଦାର ଭୋଟରଙ୍କ ଭୁମିକା ବହୁତ ରହିଛି। ରାଜ୍ୟର ୨୦ ପ୍ରତିଶତ ଭୋଟର ଏହି ସମୂଦାୟର। ୧୮୨ ଆସନରୁ ୭୦ଟିରେ ଏମାନଙ୍କ ପ୍ରଭାବ ରହିଛି। ଅର୍ଥାତ ଯେବେ ଚାହିଁବେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟ ପରିବର୍ତ୍ତନ କରିଦେଇ ପାରିବେ।

ବିଜେପିର ଭାଗ୍ୟ ନିର୍ଦ୍ଧାରକ

ପଟିଦାରଙ୍କୁ ବିଜେପିର ଭାଗ୍ୟ ନିଦ୍ଧାରକ ବୋଲି କୁହାଯାଇଥାଏ। କାରଣ ଗୁଜରାଟରେ ଏମାନେ ବିଜେପିର ପରମ୍ପରାଗତ ଭୋଟର୍‌। ହେଲେ ଗତ ଦୁଇ ବର୍ଷ ମଧ୍ୟରେ ବହୁତ କିଛି ପରିବର୍ତ୍ତନ ଘଟିଛି। ଖାସ୍‌ କରି ପଟିଦାର ଆନ୍ଦୋଳନ ପରେ ଏମାନେ ବିଜେପି ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଯାହା ଚଳିତବର୍ଷ ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇବା ସୁନିଶ୍ଚିତ। ଏପରି ସ୍ଥିତିରେ ଭାଙ୍ଗି ଯାଉଥିବା ନିଜର ପରମ୍ପରାଗତ ଭୋଟ୍‌କୁ ନେଇ ବିଜେପି ଆତଙ୍କିତ ଅବସ୍ଥାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story