ଅହମ୍ମଦାବାଦ : ଥାନାରେ ପୋଲିସ କନଷ୍ଟେବଳଙ୍କ ଟିକ୍ଟକ୍ ଭିଡିଓ। ସେ ପୁଣି ଡ୍ୟୁଟି ସମୟ ଭିତରେ ଓ ବିନା ବର୍ଦ୍ଦିରୋ ଗୁଜରାଟ ମହେସାଣା ଜିଲ୍ଲାର ଲାଘନଜ ଥାନାର ପୁଲିସ କନେଷ୍ଟବଳ ଅର୍ପିତା ଚୌଧୁରୀଙ୍କ କିଛି ଟିକ୍ଟକ୍ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛିା
https://twitter.com/DeshGujarat/status/1154034717831753729
ଏ ହି ଭିଡିଓ ଗୁଡିକ ସାମ୍ନାକୁ ଆସିବା ପରେ ମହେସାଣା ଏସ୍.ପି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତିା ଏଥିସହ ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।
ଭାଇରାଲ ଭିଡିଓରେ ଅର୍ପିତା ଥାନାରେ ଲକ୍ଅପ୍ ଆଗରେ ସଲମାନ ଖାନ୍ଙ୍କ ଫିଲ୍ମ ‘କିକ୍’ର ‘ତୁ ହି ତୁ’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓଟି ଫେସବୁକ୍, ହ୍ୱାଟ୍ସଆପ୍ ଓ ଟ୍ୱିଟର୍ରରେ ସବୁଠି ଭାଇରାଲ ହେଉଛି। ଅର୍ପିତାଙ୍କର @anaa_queen_2117 ନାଁରେ ଏକ ଟିକ୍ଟକ୍ ଆକାଉଣ୍ଟ ରହିଛି। ଯେଉଁଥିରେ ସେ ବେଶ୍ ଆକ୍ଟିଭ ରୁହନ୍ତି। ଏଥିରେ ତାଙ୍କର ୧୪ ହଜାରରୁ ଅଧିକ ଫ୍ୟାନ୍ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଚାପରେ ପଡ଼ି ବିଜେପିରେ ମିଶିଛନ୍ତି କି କୈଳାସ ଗେହଲଟ? ତାଙ୍କ ଉତ୍ତର, ନା
ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗେହଲଟ ବିଜେପିରେ ସାମିଲ ହେବା ଗୋଟିଏ ଟର୍ଣ୍ଣିଂ ପଏଣ୍ଟ ଭାବେ ଉଭା ହେବ ବୋଲି ଖଟ୍ଟର ଆଶା ପ୍ରକାଶ କରିଛନ୍ତି।
Guest Column
ତାମିଲନାଡୁ ଶିକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ
ତାମିଲନାଡ଼ୁରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବେ ବଡ଼ ଅସ୍ଥିରତା ଦେଖାଦେଇଛି। ରାଜ୍ୟରେ ବିଶ୍ୱବିଦ୍ୟାଳୟ ପାଣ୍ଠି ଏବଂ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ନେଇ ଏକ ବିବାଦ ଦେଖାଦେଇଛି। ଏହି ବିବାଦର ମୂଳ କାରଣ ହେଉଛି ତାମିଲନାଡୁ ରାଜ୍ୟ ଶିକ୍ଷା ବିଭାଗର ଜାତୀୟ ଶିକ୍ଷା ନୀତି ପ୍ରତି ବିରୋଧାଭାସ। ଏହି ବିରୋଧାଭାସ କାରଣରୁ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ତାମିଲନାଡୁରେ ଉଚ୍ଚଶିକ୍ଷାର ଭବିଷ୍ୟତକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
National
ଗୌତମ ଗମ୍ଭୀରଙ୍କୁ ହାଇକୋର୍ଟ ଆଶ୍ୱସ୍ତି
ତାଙ୍କ ବିରୋଧରେ ତଦନ୍ତ ଜାରି ରଖିବାକୁ ତଳ କୋର୍ଟ ରାୟ ଦେଇଥିଲେ। କିନ୍ତୁ ଆଜି ହାଇକୋର୍ଟ ଗମ୍ଭୀରଙ୍କ ବିରୋଧରେ ଜାରି ହୋଇଥିବା ରାୟ ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି।
National
ବାହାଘର ବେଳେ ବାଣ ଫୁଟାଇବାରୁ ହେଲା ଯୁକ୍ତିତର୍କ, ୯ ଜଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ
ଅଭିଯୁକ୍ତ ଜଣଙ୍କ ବର ଘର ପକ୍ଷରୁ କାର ଧରି ଆସିଥିଲେ। ବାହାଘର ହେଉଥିବା ମଣ୍ଡପ ବାହାରେ ସେ ବାଣ ଫୁଟାଇବା ସହ ନାଚିଥିଲେ।
National
ସ୍କୁଲ୍ ସଭାରେ ପହଞ୍ଚିବା ବିଳମ୍ବ ହେବାରୁ ୧୮ ଛାତ୍ରୀଙ୍କ କେଶ କାଟିଦେଲେ ଗୁରୁମା
ଛାତ୍ରୀମାନେ ସ୍କୁଲ୍ ସଭାକୁ ବିଳମ୍ବରେ ଆସିବାରୁ ଗୁରୁମା ସେମାନଙ୍କ କେଶ କାଟି ଦେଇଥିବା ଅଭିଯୋଗ ହୋଇଛି।