ଗୁଜରାଟ ନିର୍ବାଚନ: କଂଗ୍ରେସକୁ ସମର୍ଥନ କରିବେ ହାର୍ଦ୍ଦିକ ପଟେଲ

ଅହମଦାବାଦ୍‌: ଗୁଜରାଟ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବେ ହାର୍ଦ୍ଦିକ ପଟେଲ।  ବିଜେପି ବିରୋଧରେ ମଧ୍ୟ ପ୍ରଚାର ଅଭିଯାନରେ ସେ ସାମିଲ ହେବେ ବୋଲି ଖୋଲାଖୋଲି କହିଛନ୍ତି। ପଟିଦାର ଆନ୍ଦୋଳନର ନେତା ପଟେଲ କହିଛନ୍ତି, ବିଜେପିକୁ ଭୋଟ ନ ଦେବାକୁ ଗୁଜରାଟବାସୀଙ୍କୁ ସେ ଅନୁରୋଧ କରିବେ । ପଟିଦାରମାନଙ୍କ ପାଇଁ ସଂରକ୍ଷଣକୁ  ପ୍ରାଥମିକତା ଦେବା ଦାବି ପ୍ରସଙ୍ଗରେ ତାଙ୍କୁ ଏଜେଣ୍ଟ ବୋଲି ଯେଉଁ ସମାଲୋଚନା କରାଯାଉଛି, ତା ଉପରେ ହାର୍ଦ୍ଦିକ ମୁହଁ ଖୋଲିଛନ୍ତି । ନିଜକୁ ଗୁଜରାଟବାସୀଙ୍କ ଏଜେଣ୍ଟ […]

hardik-patel.jpg.image_.975.568

hardik-patel.jpg.image_.975.568

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 07:01 PM IST

Sports

Latest News

ଅହମଦାବାଦ୍‌: ଗୁଜରାଟ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବେ ହାର୍ଦ୍ଦିକ ପଟେଲ।  ବିଜେପି ବିରୋଧରେ ମଧ୍ୟ ପ୍ରଚାର ଅଭିଯାନରେ ସେ ସାମିଲ ହେବେ ବୋଲି ଖୋଲାଖୋଲି କହିଛନ୍ତି। ପଟିଦାର ଆନ୍ଦୋଳନର ନେତା ପଟେଲ କହିଛନ୍ତି, ବିଜେପିକୁ ଭୋଟ ନ ଦେବାକୁ ଗୁଜରାଟବାସୀଙ୍କୁ ସେ ଅନୁରୋଧ କରିବେ । ପଟିଦାରମାନଙ୍କ ପାଇଁ ସଂରକ୍ଷଣକୁ  ପ୍ରାଥମିକତା ଦେବା ଦାବି ପ୍ରସଙ୍ଗରେ ତାଙ୍କୁ ଏଜେଣ୍ଟ ବୋଲି ଯେଉଁ ସମାଲୋଚନା କରାଯାଉଛି, ତା ଉପରେ ହାର୍ଦ୍ଦିକ ମୁହଁ ଖୋଲିଛନ୍ତି । ନିଜକୁ ଗୁଜରାଟବାସୀଙ୍କ ଏଜେଣ୍ଟ ବୋଲି କହିବା ସହ  ଲୋକଙ୍କ ସମସ୍ୟାକୁ କ୍ଷମତା ଅଳିନ୍ଦରେ ପହଞ୍ଚାଇବା ତାଙ୍କର କାମ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story