ଗୁଜରାଟ: ଗର୍ଭଧାରଣର ୨୪ ସପ୍ତାହ ପରେ ବଳାତ୍କାର ପୀଡିତାଙ୍କ ଗର୍ଭପାତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଗୁଜରାଟରେ ବଳାତ୍କାରର ଶିକାର ହୋଇଥିବା ଜଣେ ୧୪ ବର୍ଷିୟା କିଶୋରୀଙ୍କର ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ କରାଯାଇଛି। ଗର୍ଭଧାରଣ ଅବଧି ୨୦ ସପ୍ତାହରୁ ଅଧିକ ହେଲେ ଆବର୍ସନ ପାଇଁ ଆଇନରେ ଅନୁମତି ନ ଥିବା ବେଳେ କିଶୋରୀଙ୍କ ସାମାଜିକ ପରିସ୍ଥିତି ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି ଆକ୍ଟ ବା ଏମଟିପିଏ ନିୟମ ଅନୁଯାୟୀ ଗର୍ଭଧାରଣର ୨୦ ସପ୍ତାହ ପରେ […]

supreme

supreme

Rakesh Mallick
  • Published: Saturday, 01 August 2015
  • Updated: 02 August 2015, 06:50 AM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଗୁଜରାଟରେ ବଳାତ୍କାରର ଶିକାର ହୋଇଥିବା ଜଣେ ୧୪ ବର୍ଷିୟା କିଶୋରୀଙ୍କର ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ କରାଯାଇଛି। ଗର୍ଭଧାରଣ ଅବଧି ୨୦ ସପ୍ତାହରୁ ଅଧିକ ହେଲେ ଆବର୍ସନ ପାଇଁ ଆଇନରେ ଅନୁମତି ନ ଥିବା ବେଳେ କିଶୋରୀଙ୍କ ସାମାଜିକ ପରିସ୍ଥିତି ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିରୁ କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି ଆକ୍ଟ ବା ଏମଟିପିଏ ନିୟମ ଅନୁଯାୟୀ ଗର୍ଭଧାରଣର ୨୦ ସପ୍ତାହ ପରେ ଗର୍ଭପାତ କରାଯାଇ ପାରିବ ନାହିଁ। ତେବେ ବଳାତ୍କାରର ଶିକାର ଜଣେ ୧୪ ବର୍ଷିୟା ନାବାଳିକାଙ୍କ କ୍ଷେତ୍ରରେ ବଦଳିଛି ନିୟମ। ଗୁଜରାଟରେ ଦଶମ ଶ୍ରେଣୀରେ ପଢୁଥିବା  ନାବାଳିକା ଜଣକ ଗତ ଫେବ୍ରୁଆରିରେ ଟାଇଫଏଡ୍ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିବା ବେଳେ ସଂପୃକ୍ତ ଡାକ୍ତରଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ ପାଇଁ ଅନୁମତି ଦେବାକୁ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ଏହା ଆଇନ୍ର ବିରୁଦ୍ଧାଚରଣ କରୁଥିଲେ ମଧ୍ୟ ସାମାଜିକ ସ୍ଥିତି ଓ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଗର୍ଭପାତ ପାଇଁ କୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଥିଲେ। ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ସାଇକ୍ୟାଟ୍ରିଷ୍ଟଙ୍କ ଅନୁମତି ମିଳିବା ପରେ ଆବର୍ସନ କରାଯାଇ ପାରିବ ବୋଲି କୋର୍ଟ କହିଥିଲେ। ଏଥିପାଇଁ ମେଡିକାଲ୍ ଟିମ୍ର ଅନୁମତି ମିଳିବା ପରେ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲରେ ପୀଡ଼ିତାଙ୍କ ଗର୍ଭପାତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story