ଖୋଲିଲା ଆଉ ଏକ ଗୁମର: ସ୍ୱାମୀସ୍ତ୍ରୀ ଭଳି ରହୁଥିଲେ ରାମ ରହିମ ଓ ହନିପ୍ରୀତ

ଚଣ୍ଡିଗଡ଼: ଦୁଇଟି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ ଜେଲ ଗଲା ପରେ ପ୍ରତିଦିନ ତାଙ୍କ ସଂପର୍କରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଧରମ ଝିଅ ହନିପ୍ରୀତଙ୍କ ସହ ରାମ ରହିମଙ୍କ ସଂପର୍କକୁ ନେଇ ଗୁରୁତର ପ୍ରଶ୍ନ ବି ଉଠିବାରେ ଲାଗିଛି। ସଦ୍ୟ ସୂଚନା ଅନୁଯାୟୀ ଡେରାର ଜଣେ ସାଧ୍ୱୀ ତଥା ହନିପ୍ରୀତଙ୍କ ସାଙ୍ଗ କହିଛନ୍ତି ଯେ ରାମ ରହିମ ଓ ହନିପ୍ରୀତ ସ୍ୱାମୀସ୍ତ୍ରୀ ଭାବେ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 09:51 AM IST

Sports

Latest News

ଚଣ୍ଡିଗଡ଼: ଦୁଇଟି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ ଜେଲ ଗଲା ପରେ ପ୍ରତିଦିନ ତାଙ୍କ ସଂପର୍କରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଧରମ ଝିଅ ହନିପ୍ରୀତଙ୍କ ସହ ରାମ ରହିମଙ୍କ ସଂପର୍କକୁ ନେଇ ଗୁରୁତର ପ୍ରଶ୍ନ ବି ଉଠିବାରେ ଲାଗିଛି। ସଦ୍ୟ ସୂଚନା ଅନୁଯାୟୀ ଡେରାର ଜଣେ ସାଧ୍ୱୀ ତଥା ହନିପ୍ରୀତଙ୍କ ସାଙ୍ଗ କହିଛନ୍ତି ଯେ ରାମ ରହିମ ଓ ହନିପ୍ରୀତ ସ୍ୱାମୀସ୍ତ୍ରୀ ଭାବେ ରହୁଥିଲେ।

ସେ କହିଛନ୍ତି,“ରାମ ରହିମ ଓ ହନିପ୍ରୀତଙ୍କ ମଧ୍ୟରେ ଖରାପ ସଂପର୍କ ଥିଲା। ସେମାନେ ଗୋଟିଏ ରୁମ୍‌ରେ ରହୁଥିଲେ। କୌଣସି ସ୍ଥାନକୁ ଗଲେ ମଧ୍ୟ ଗୋଟିଏ ରୁମ୍‌ରେ ରହୁଥିଲେ। ସେ ଖାଲି ନାଁକୁ ବାବାଙ୍କ ଧରମ ଝିଅ।”

ଏହି ସାଧ୍ୱୀ ଜଣଙ୍କ କହିଛନ୍ତି,“ରାମ ରହିମଙ୍କ ଇଙ୍ଗିତରେ ହନିପ୍ରୀତ କାମ କରୁଥିଲେ। ଡେରାରେ ଥିବା ଯୁବତୀମାନଙ୍କୁ ସେ ରାମ ରହିମଙ୍କ ନିକଟରେ ପହଞ୍ଚାଉଥିଲେ। ବାବା ଯେଉଁ ଝିଅ ତରଫକୁ ଇଙ୍ଗିତ କରୁଥିଲେ, ହନିପ୍ରୀତ ତାଙ୍କୁ ନେଇ ବାବାଙ୍କ ପାଖରେ ପହଞ୍ଚାଉଥିଲେ।”

ସେ ଆହୁରି କହିଛନ୍ତି,“ଡେରାରେ ହନିପ୍ରୀତ ରାମ ରହିମଙ୍କ ସବୁଠାରୁ ନିକଟତର ଥିଲେ। ହନିପ୍ରୀତଙ୍କ ଯୋଗୁଁ ରାମ ରହିମ ତାଙ୍କ ପରିବାରୁ ଠାରୁ ଦୂରେଇ ଯାଇଥିଲେ। ରାମ ରହିମଙ୍କର ଦୁଇଟି ଝିଅ ଅଛନ୍ତି। କିନ୍ତୁ ସେମାନେ କେବେ ବି ବାବାଙ୍କ ସହିତ ଦେଖା ଯାଇନାହାନ୍ତି। ୨୪ ଘଣ୍ଟା ହନିପ୍ରୀତ ରାମ ରହିମଙ୍କ ସହ ରହୁଥିଲେ। ରାମ ରହିମଙ୍କର ସବୁ କିଛି  ହନିପ୍ରୀତ ବୁଝୁଥିଲେ।। ଗୋଟିଏ ଗୋଟିଏ ପ୍ରସଙ୍ଗରେ ହନିପ୍ରୀତ ନିଷ୍ପତ୍ତି ନେଉଥିଲେ।”

ରାମ ରହିମଙ୍କ ସହ ହନିପ୍ରୀତଙ୍କର ଅବୈଧ ସଂପର୍କ ଥିଲା ବୋଲି ପୂର୍ବରୁ ତାଙ୍କ ପୂର୍ବତନ ସ୍ୱାମୀ ଅଭିଯୋଗ କରିଥିଲେ।

ରାମ ରହିମଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯିବା ପରଠାରୁ ହନିପ୍ରୀତ ଫେରାର ଅଛନ୍ତି। ସେ ନେପାଳ ଚାଲି ଯାଇଛନ୍ତି ବୋଲି କୁହାଯାଉଛି। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ସେ କୋର୍ଟ ପରିସରରୁ ରାମ ରହିମଙ୍କୁ ଫେରାର କରାଇ ନେବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ୍ ତାଙ୍କୁ ସାରା ଦେଶରେ ଖୋଜୁଛି।

ଆହୁରି ପଢ଼ନ୍ତୁ- ଖୋଲୁଛି କାମାଶକ୍ତ ବାବାଙ୍କ କେଳେଙ୍କାରୀ:  ଜାମ୍ ଖୁଆଇ ଝିଅଙ୍କୁ ବଶ କରୁଥିଲେ ରାମ ରହିମ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story