ଗୁରୁବାର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ରାନିଲ ବିକ୍ରମସିଂଘ

କଲୋମ୍ବ: ଗୁରୁବାର ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରାନିଲ ବିକ୍ରମସିଂଘ। ସେ ଚତୁର୍ଥ ଥର ପାଇଁ ଶ୍ରୀଲଙ୍କର ପ୍ରଧାନମନ୍ତ୍ରୀ ପଦରେ ବସିବେ। ରାନିଲଙ୍କ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି (ୟୁଏନପି) ମେଣ୍ଟ ସାଧାରଣ ନିର୍ବାଚନରେ ୧୦୬ଟି ଆସନରେ ବିଜୟୀ ହୋଇଛି। ସୋମବାର ଏଥିପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ୨୨୫ ଆସନ ବିଶିଷ୍ଟ ସଂସଦରେ ୟୁଏନପି ମେଣ୍ଟ ବହୁମତରୁ ମାତ୍ର ୭ଟି ଆସନ କମ୍ ପାଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକସେ ମଧ୍ୟ […]

ranil

ranil

Rakesh Mallick
  • Published: Wednesday, 19 August 2015
  • Updated: 04 May 2017, 03:45 PM IST

କଲୋମ୍ବ: ଗୁରୁବାର ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରାନିଲ ବିକ୍ରମସିଂଘ। ସେ ଚତୁର୍ଥ ଥର ପାଇଁ ଶ୍ରୀଲଙ୍କର ପ୍ରଧାନମନ୍ତ୍ରୀ ପଦରେ ବସିବେ। ରାନିଲଙ୍କ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି (ୟୁଏନପି) ମେଣ୍ଟ ସାଧାରଣ ନିର୍ବାଚନରେ ୧୦୬ଟି ଆସନରେ ବିଜୟୀ ହୋଇଛି। ସୋମବାର ଏଥିପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ୨୨୫ ଆସନ ବିଶିଷ୍ଟ ସଂସଦରେ ୟୁଏନପି ମେଣ୍ଟ ବହୁମତରୁ ମାତ୍ର ୭ଟି ଆସନ କମ୍ ପାଇଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକସେ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଥିଲେ। ତେବେ ତାଙ୍କ ନେତୃତ୍ୱାଧୀନ ୟୁନାଇଟେଡ୍ ପିପୁଲ୍ସ ଫ୍ରିଡମ୍ ଏଲାଇନ୍ସ (ୟୁପିଏଫଏ) ୯୫ଟି ଆସନ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story