ଜାପାନ ପାଳିଲା ‘ଉଲଗ୍ନ ଉତ୍ସବ’

ଟୋକିଓ: ଏକ ଅଜବ ଉତ୍ସବ ଭାବେ ପରିଗଣିତ ହେଉଥିବା ‘ଉଲଗ୍ନ ଉତ୍ସବ’ ପ୍ରତିଥର ପରି ଏଥର ଫେବୃଆରୀ ଦ୍ୱିତୀୟ ଶନିବାରରେ ପାଳିତ ହୋଇଛି। ଜାପାନର ନାମକରଣ ଅନୁଯାୟୀ ଏହାର ନାମ ‘ହାଡାକା ମାଟସୁରୀ’ ରଖାଯାଇଛି। https://www.instagram.com/p/BuM_p1DAefe/?utm_source=ig_web_copy_link ହଜାର ହଜାର ପୁରୁଷ ଏଥିରେ ଭାଗ ନେଇଥିଲେ, ଯେଉଁମାନେ ଯଥାସମ୍ଭବ ସ୍ୱଳ୍ପ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାପାନୀ ବସ୍ତ୍ର ‘ଫୁନ୍ଦୋସି’ ପିନ୍ଧିଥିଲେ। ଏହି ଉତ୍ସବ ଏକ ପ୍ରକାର ଅମଳ ଉତ୍ସବ। ଯୁବପିଢ଼ିକୁ କୃଷି ମନସ୍କ କରିବା ପାଇଁ […]

Japan

Japan

Subrat Kumar Nayak
  • Published: Monday, 17 February 2020
  • Updated: 17 February 2020, 04:31 PM IST

Sports

Latest News

ଟୋକିଓ: ଏକ ଅଜବ ଉତ୍ସବ ଭାବେ ପରିଗଣିତ ହେଉଥିବା ‘ଉଲଗ୍ନ ଉତ୍ସବ’ ପ୍ରତିଥର ପରି ଏଥର ଫେବୃଆରୀ ଦ୍ୱିତୀୟ ଶନିବାରରେ ପାଳିତ ହୋଇଛି। ଜାପାନର ନାମକରଣ ଅନୁଯାୟୀ ଏହାର ନାମ ‘ହାଡାକା ମାଟସୁରୀ’ ରଖାଯାଇଛି।
https://www.instagram.com/p/BuM_p1DAefe/?utm_source=ig_web_copy_link
ହଜାର ହଜାର ପୁରୁଷ ଏଥିରେ ଭାଗ ନେଇଥିଲେ, ଯେଉଁମାନେ ଯଥାସମ୍ଭବ ସ୍ୱଳ୍ପ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାପାନୀ ବସ୍ତ୍ର ‘ଫୁନ୍ଦୋସି’ ପିନ୍ଧିଥିଲେ। ଏହି ଉତ୍ସବ ଏକ ପ୍ରକାର ଅମଳ ଉତ୍ସବ। ଯୁବପିଢ଼ିକୁ କୃଷି ମନସ୍କ କରିବା ପାଇଁ ଏଭଳି ଉତ୍ସବ ଆୟୋଜିତ କରାଯାଏ। ଏହି ପରମ୍ପରାକୁ ଆଗକୁ ବଜାୟ ରଖିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ଏଥିରେ ଭାଗ ନେଇଥିବ ଜଣେ ଯୁବକ କହିଛନ୍ତି।

ଏହି ଉତ୍ସବରେ ଲୋକେ ମନ୍ଦିର ଚାରିପଟେ ପରିକ୍ରମା କରିଥାନ୍ତି। ଏହାପରେ ସେମାନେ ଥଣ୍ଡା ଜଳରେ ନିଜକୁ ଶୁଦ୍ଧି କରି ମୁଖ୍ୟମନ୍ଦିର ଆଡ଼କୁ ଯାଇଥା’ନ୍ତି। ଏହାପରେ ‘ଶୁଭ କାଠି’ ହାସଲ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥାଏ। ଏହି ଉତ୍ସବରେ ପ୍ରତିଯୋଗୀଙ୍କ ବ୍ୟତୀତ ବିଭିନ୍ନ ଆଡ଼ଉ ଲୋକେ କାର୍ଯ୍ୟକ୍ରମ ଦେଖିବାକୁ ଆସିଥା’ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story