ଶେଷ ହେଲା ଆଡ଼ଭାନୀଙ୍କ ରାଜନୀତିକ କ୍ୟାରିୟର!

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ହେଲା ଗୁଜରାଟର ଗାନ୍ଧିନଗରରୁ ପ୍ରାର୍ଥୀ ହୋଇ ଜିତୁଥିବା ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡ଼ଭାନୀଙ୍କ ରାଜନୀତିକ କ୍ୟାରିୟର ଏକ ପ୍ରକାରର ଶେଷ ହୋଇଯାଇଛି। ଚଳିତ ବର୍ଷ ଆଡ଼ଭାନୀଙ୍କ ଗାନ୍ଧିନଗର ଆସନରୁ ବିଜେପି ଅମିତ ଶାହଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ଶାହ ପ୍ରଥମଥର ପାଇଁ ଏହି ଆସନରୁ ଲଢ଼ିବେ। ଆଡ଼ଭାନୀଙ୍କ ବୟସ ୯୧ ହୋଇଥିବାରୁ ତାଙ୍କୁ ଦଳ ଆଉ ଏଥର ପ୍ରାର୍ଥୀ କରି ନଥିବା କୁହାଯାଉଛି। ସେ ଗାନ୍ଧି ନଗର ଆସନରୁ କ୍ରମାଗତ […]

rt

rt

Hemant Lenka
  • Published: Thursday, 21 March 2019
  • Updated: 21 March 2019, 08:06 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ହେଲା ଗୁଜରାଟର ଗାନ୍ଧିନଗରରୁ ପ୍ରାର୍ଥୀ ହୋଇ ଜିତୁଥିବା ବରିଷ୍ଠ ବିଜେପି ନେତା ଏଲ୍‌କେ ଆଡ଼ଭାନୀଙ୍କ ରାଜନୀତିକ କ୍ୟାରିୟର ଏକ ପ୍ରକାରର ଶେଷ ହୋଇଯାଇଛି।

ଚଳିତ ବର୍ଷ ଆଡ଼ଭାନୀଙ୍କ ଗାନ୍ଧିନଗର ଆସନରୁ ବିଜେପି ଅମିତ ଶାହଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ଶାହ ପ୍ରଥମଥର ପାଇଁ ଏହି ଆସନରୁ ଲଢ଼ିବେ। ଆଡ଼ଭାନୀଙ୍କ ବୟସ ୯୧ ହୋଇଥିବାରୁ ତାଙ୍କୁ ଦଳ ଆଉ ଏଥର ପ୍ରାର୍ଥୀ କରି ନଥିବା କୁହାଯାଉଛି।

ସେ ଗାନ୍ଧି ନଗର ଆସନରୁ କ୍ରମାଗତ ୫ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଗାନ୍ଧିନଗରରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହଙ୍କୁ ଲୋକେ ଗ୍ରହଣ କରୁଛନ୍ତି କି ନାହିଁ, ତାହା ସମୟ କହିବ।

୧୯୯୬ ନିର୍ବାଚନକୁ ଛାଡିଦେଲେ ଗାନ୍ଧିନଗରରୁ ୧୯୯୧ ପରଠାରୁ  ଲଗାତର ୫ଥର ଜିତିଥିବା ବିଜେପିର ଏହି ଭେଟେରାନ ନେତା ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଦଳରେ କୋଣଠେସା ହୋଇ ରହିଛନ୍ତି।

ଦଳର ସୂଚନା ଅନୁଯାୟୀ ପ୍ରାର୍ଥୀ ହେବା ପାଇଁ ବୟସ ନୁହେଁ ଜିତିବାର କ୍ଷମତା ଓ କାର୍ଯ୍ୟକାଳ ଭିତରେ ସାଂସଦଙ୍କ ରିପୋର୍ଟ କାର୍ଡକୁ ତର୍ଜମା କରାଯାଉଛି। ତେଣୁ ଦଳ ତରଫରୁ ଟିକେଟ ମିଳିବାର ଆଶା ରହିଛି ବୋଲି ରାଜନୀତିକ ପଣ୍ଡିତମାନେ ଆକଳନ କରିଥିଲେ। ହେଲେ ଏହାରି ଭିତରେ ବିଜେପିର ଅନ୍ୟ ଜଣେ ନେତା ମୂରଲୀ ମନୋହର ଯୋଶୀଙ୍କର ଟିକେଟ ଚଳିତ ନିର୍ବାଚନରେ କଟିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଆଡ଼ଭାନୀ ଗୃହମନ୍ତ୍ରୀ ହେବା ସହିତ ଉପପ୍ରଧାନମନ୍ତ୍ରୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story