ଆତ୍ମହତ୍ୟା କରୁଥିଲେ ପତିପତ୍ନୀ; ଛିଣ୍ଡିଗଲା ରଶି, ବର୍ତ୍ତିଗଲେ ପତ୍ନୀ

ଆଗ୍ରା: ପାରିବାରିକ ସମସ୍ୟାରେ ଅତିଷ୍ଠ ପତିପତ୍ନୀ ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତ୍ତି ନେଲେ । ଉଭୟ ରଶି ଲଗାଇ ଗଛରେ ଝୁଲିପଡ଼ିଲେ। ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ନିଜର ଅଧିକ ଓଜନ ଯୋଗୁ ବଞ୍ଚିଗଲେ ପତ୍ନୀ । ରଶି ସମ୍ଭାଳିପାରିଲାନି ମହିଳାଙ୍କ ଭାର। ଫଳରେ ତାହା ଛିଣ୍ଡି ପଡ଼ିବାରୁ ତଳେ ପଡ଼ି ମହିଳାଙ୍କ ଜୀବନ ବଞ୍ଚି ଯାଇଛି।  ଏପରି ଅସ୍ୱାଭାବିକ ଘଟଣା ଆଗ୍ରାଠୁ ୫୦ କିମି ଦୂର ଫତେହପୁର ଅଞ୍ଚଳରେ ଘଟିଛି। ମୃତକ ହେଲେ […]

couple

couple

Niharika Rout
  • Published: Tuesday, 13 September 2022
  • Updated: 13 September 2022, 09:09 AM IST

Sports

Latest News

ଆଗ୍ରା: ପାରିବାରିକ ସମସ୍ୟାରେ ଅତିଷ୍ଠ ପତିପତ୍ନୀ ଆତ୍ମହତ୍ୟା କରିବା ପାଇଁ ଚରମ ନିଷ୍ପତ୍ତି ନେଲେ । ଉଭୟ ରଶି ଲଗାଇ ଗଛରେ ଝୁଲିପଡ଼ିଲେ। ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ନିଜର ଅଧିକ ଓଜନ ଯୋଗୁ ବଞ୍ଚିଗଲେ ପତ୍ନୀ । ରଶି ସମ୍ଭାଳିପାରିଲାନି ମହିଳାଙ୍କ ଭାର। ଫଳରେ ତାହା ଛିଣ୍ଡି ପଡ଼ିବାରୁ ତଳେ ପଡ଼ି ମହିଳାଙ୍କ ଜୀବନ ବଞ୍ଚି ଯାଇଛି।  ଏପରି ଅସ୍ୱାଭାବିକ ଘଟଣା ଆଗ୍ରାଠୁ ୫୦ କିମି ଦୂର ଫତେହପୁର ଅଞ୍ଚଳରେ ଘଟିଛି।

ମୃତକ ହେଲେ ୫୪ ବର୍ଷୀୟ ମାନ ସିଂ ଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ୫୦ ବର୍ଷୀୟା ତାଙ୍କ ପତ୍ନୀ ସନ୍ତା ଦେବୀ । ଉଭୟଙ୍କର ୪ ସନ୍ତାନ ଥିବା ବେଳେ ସେମାନଙ୍କର ବିବାହ ସରିଛି। ଚାଷ ବାସ କରି ମାନସିଂ ନିଜ ପରିବାର ପେଟ ପୋଷନ୍ତି।

ପରିବାର କହିଲେ ଉଭୟ ପତିପତ୍ନୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ରହୁ ନ ଥିଲା। ତେଣୁ ଉଭୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଘର ନିକଟ ଏକ ନିଛାଟିଆ ସ୍ଥାନରେ ଥିବା ଏକ ଗଛ ନିକଟକୁ ଯାଇଥିଲେ। ସେଠାରେ ଉଭୟ ପତିପତ୍ନୀ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ। ଘଟଣାସ୍ଥଳରେ ମାନସିଂଙ୍କ ମୃତ୍ୟୁ ହୋଇଯାଇଥିଲା।

ମାତ୍ର ଅଧିକ ଓଜନ ହେତୁ ରଶି ସନ୍ତା ଦେବୀଙ୍କ ଭାର ସହି ପାରି ନ ଥିଲା। ଫଳରେ ତାହା ଚିଣ୍ଡି ଯିବାରୁ ତଳେ ପଡ଼ି ବେହୋସ ହୋଇ ଯାଇଥିଲେ ମହିଳାଜଣକ । କିଛି ସମୟ ପରେ ଉକ୍ତ ରାସ୍ତାରେ ୨ ପୁଲିସ୍‌ କର୍ମୀ ଯାଉଥିବା ବେଳେ ସେମାନେ  ତୁରନ୍ତ ସନ୍ତା ଦେବୀଙ୍କୁ ଉଦ୍ଧାର କରିଥିଲେ। କିଛି ସମୟ ପରେ ହୋସ୍‌ ଆସିବାରୁ ସେ ଘଟଣା ସମ୍ପର୍କରେ ପୁଲିସ୍‌କୁ କହିଥିଲେ। ଏହାପରେ ତୁରନ୍ତ ମାନ ସିଂଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର କିନ୍ତୁ ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍‌ ସନ୍ତା ଦେବୀଙ୍କୁ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story