ପୋଲିସକୁ ପୋଲିସ ଜୁଲମ୍: ମହିଳା ସିପାହୀଙ୍କୁ ଯୌନ ନିର୍ଯାତନା ଦେଇ ଫସିବେ ଏସ୍‌ପି  

ଭୋପାଳ: ଅନ୍ୟକୁ ସୁରକ୍ଷା ଦେବା କଥା ଉଠିଲେ ଆମ ପୋଲିସ ଉପରେ ଆସ୍ଥା ଥାପିଥାଉ। ହେଲେ ବେଳେ ବେଳେ ପୋଲିସ ଏମିତି କାଣ୍ଡ କରିବସେ ଯେ, ସମସ୍ତଙ୍କ ରକ୍ଷକ ବୋଲାଉଥିବା ଏହି ପଦବୀଟି ଅପମାନିତ ହୋଇଥାଏ। ଜଣଙ୍କ ପାଇଁ ପୁରା ସମୁହ ବଦ୍‌ନାମ ହୋଇଥାଏ। ନିକଟରେ  ସେମିତି ଏକ କାଣ୍ଡ ଘଟିଛି ମଧ୍ୟପ୍ରଦେଶରେ । ଜଣେ ମହିଳା ସିପାହୀଙ୍କୁ ୩ମାସ ଧରି ଜଣେ ଏସ୍‌ଏସ୍‌ପି ରାଙ୍କର ଜଣେ ଅଧିକାରୀ ନିର୍ଯାତନା ଦେଉଥିବା ପୀଡିତା ମହିଳା ସିପହୀ ଅଭିଯୋଗ […]

vcxxvvxcv_1510881293

vcxxvvxcv_1510881293

Rakesh Mallick
  • Published: Friday, 17 November 2017
  • Updated: 17 November 2017, 08:14 PM IST

Sports

Latest News

ଭୋପାଳ: ଅନ୍ୟକୁ ସୁରକ୍ଷା ଦେବା କଥା ଉଠିଲେ ଆମ ପୋଲିସ ଉପରେ ଆସ୍ଥା ଥାପିଥାଉ। ହେଲେ ବେଳେ ବେଳେ ପୋଲିସ ଏମିତି କାଣ୍ଡ କରିବସେ ଯେ, ସମସ୍ତଙ୍କ ରକ୍ଷକ ବୋଲାଉଥିବା ଏହି ପଦବୀଟି ଅପମାନିତ ହୋଇଥାଏ। ଜଣଙ୍କ ପାଇଁ ପୁରା ସମୁହ ବଦ୍‌ନାମ ହୋଇଥାଏ। ନିକଟରେ  ସେମିତି ଏକ କାଣ୍ଡ ଘଟିଛି ମଧ୍ୟପ୍ରଦେଶରେ । ଜଣେ ମହିଳା ସିପାହୀଙ୍କୁ ୩ମାସ ଧରି ଜଣେ ଏସ୍‌ଏସ୍‌ପି ରାଙ୍କର ଜଣେ ଅଧିକାରୀ ନିର୍ଯାତନା ଦେଉଥିବା ପୀଡିତା ମହିଳା ସିପହୀ ଅଭିଯୋଗ କରିଛନ୍ତି । ମହିଳା ଅପରାଧ ଶାଖାରେ ଏ ନେଇ ଅଭିଯୋଗ ହୋଇଥିବା ଜଣାପଡିଛି ।

ରାଜଧାନୀ ଭୋପାଳରେ  କୋଚିଂ ନେଉଥିବା ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ପରେ ରାଜ୍ୟବ୍ୟାପୀ ମହିଳା ଓ ଯୁବତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଖୋଦ୍‌ ପୋଲିସ ମୁଖ୍ୟାଳୟରୁ ଏମିତି ଅଭିଯୋଗ ଆସିବା ପରେ ରାଜ୍ୟରେ ନାରୀ ସୁରକ୍ଷା ଚିନ୍ତା କେତେ ଫଳପ୍ରଦ ତାହା ଅନୁମାନ କରିହେଉଛି। ପିଏଚ୍‌କ୍ୟୁର କ୍ୟୁଡି ଶାଖାର ଜଣେ ପଦସ୍ଥ ଏଏସ୍‌ପି ୩ମାସ ହେଲା ଏଭଳି କାରନାମା ଚଳାଇଥିବା ବେଳ କିଛି ଦିନ ତଳେ ତାଙ୍କ ନିର୍ଯାତନା ବଢିବାକୁ ଲାଗିଥିଲା। ଫଳରେ ମହିଳା ଜଣକ ଏ ନେଇ ଅଭିଯୋଗ କରିଛନ୍ତି । ଏପରିକି ପ୍ରମାଣ ଭାବେ ସେ କିଛି ଅଡିଓ ଓ ଭିଡିଓ ମଧ୍ୟ ଉତ୍ଥାପନ କରୁଛନ୍ତି।

ଘଟଣା ସମ୍ପର୍କରେ ମହିଳା ସେଲ୍‌ ଏଡିଜି ଅରୁଣା ମୋହନ ରଏ କହିଛନ୍ତି  ଏଏସ୍‌ପିଙ୍କ ବିରୋଧରେ ଯୌନ ନିର୍ଯାତନା ସମ୍ପର୍କରେ ଅଭିଯୋଗ ଆସିଛି। ଯାହାର ଯାଞ୍ଚ କରାଯାଉଛି। ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story