ରାଷ୍ଟ୍ରଦ୍ରୋହ ମାମଲାରେ ହାର୍ଦ୍ଦିକଙ୍କୁ ଗୁଜରାଟ ହାଇକୋର୍ଟରୁ ଜାମିନ
ଗୁଜରାଟ: ଗୁଜରାଟର ପାଟ୍ଟିଦାର ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟ ଜାମିନ୍ ଦେଇଛି। ତାଙ୍କୁ ଏ ଜାମିନ୍ ଏହି ସର୍ତ୍ତରେ ମିଳିଛି ଯେ ସେ ଆସନ୍ତା ୬ ମାସେ ଗୁଜୁରାଟ ବାହାରେ ରହିବେ। ପଟେଲଙ୍କ ଉପରେ ରାଷ୍ଟ୍ରଦ୍ରୋହ ଅଭିଯୋଗ ଲାଗିଥିଲା। ୨୦୧୫ ଅକ୍ଟୋବରରୁ ସେ ଜେଲ୍ରେ ଅଛନ୍ତି। ହାର୍ଦ୍ଦିକଙ୍କୁ ବିଶ୍ନଗର ମାମଲାରେ ଜାମିନ୍ ମିଳିନାହିଁ। ତେଣୁ ବର୍ତ୍ତମାନ ପାଇଁ ତାଙ୍କୁ ଜେଲ୍ରେ ରହିବାକୁ ପଡ଼ିବ।
ଗୁଜରାଟ: ଗୁଜରାଟର ପାଟ୍ଟିଦାର ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟ ଜାମିନ୍ ଦେଇଛି। ତାଙ୍କୁ ଏ ଜାମିନ୍ ଏହି ସର୍ତ୍ତରେ ମିଳିଛି ଯେ ସେ ଆସନ୍ତା ୬ ମାସେ ଗୁଜୁରାଟ ବାହାରେ ରହିବେ।
ପଟେଲଙ୍କ ଉପରେ ରାଷ୍ଟ୍ରଦ୍ରୋହ ଅଭିଯୋଗ ଲାଗିଥିଲା। ୨୦୧୫ ଅକ୍ଟୋବରରୁ ସେ ଜେଲ୍ରେ ଅଛନ୍ତି।
ହାର୍ଦ୍ଦିକଙ୍କୁ ବିଶ୍ନଗର ମାମଲାରେ ଜାମିନ୍ ମିଳିନାହିଁ। ତେଣୁ ବର୍ତ୍ତମାନ ପାଇଁ ତାଙ୍କୁ ଜେଲ୍ରେ ରହିବାକୁ ପଡ଼ିବ।