ରାଷ୍ଟ୍ରଦ୍ରୋହ ମାମଲାରେ ହାର୍ଦ୍ଦିକଙ୍କୁ ଗୁଜରାଟ ହାଇକୋର୍ଟରୁ ଜାମିନ

ଗୁଜରାଟ: ଗୁଜରାଟର ପାଟ୍ଟିଦାର ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟ ଜାମିନ୍ ଦେଇଛି। ତାଙ୍କୁ ଏ ଜାମିନ୍‌ ଏହି ସର୍ତ୍ତରେ ମିଳିଛି ଯେ ସେ ଆସନ୍ତା ୬ ମାସେ ଗୁଜୁରାଟ ବାହାରେ ରହିବେ। ପଟେଲଙ୍କ ଉପରେ ରାଷ୍ଟ୍ରଦ୍ରୋହ ଅଭିଯୋଗ ଲାଗିଥିଲା। ୨୦୧୫ ଅକ୍ଟୋବରରୁ ସେ ଜେଲ୍‌ରେ ଅଛନ୍ତି। ହାର୍ଦ୍ଦିକଙ୍କୁ ବିଶ୍‌ନଗର ମାମଲାରେ ଜାମିନ୍ ମିଳିନାହିଁ। ତେଣୁ ବର୍ତ୍ତମାନ ପାଇଁ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ।

hardik

Rakesh Mallick
  • Published: Friday, 08 July 2016
  • , Updated: 09 July 2016, 07:52 AM IST

ଗୁଜରାଟ: ଗୁଜରାଟର ପାଟ୍ଟିଦାର ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟ ଜାମିନ୍ ଦେଇଛି। ତାଙ୍କୁ ଏ ଜାମିନ୍‌ ଏହି ସର୍ତ୍ତରେ ମିଳିଛି ଯେ ସେ ଆସନ୍ତା ୬ ମାସେ ଗୁଜୁରାଟ ବାହାରେ ରହିବେ।

ପଟେଲଙ୍କ ଉପରେ ରାଷ୍ଟ୍ରଦ୍ରୋହ ଅଭିଯୋଗ ଲାଗିଥିଲା। ୨୦୧୫ ଅକ୍ଟୋବରରୁ ସେ ଜେଲ୍‌ରେ ଅଛନ୍ତି।

ହାର୍ଦ୍ଦିକଙ୍କୁ ବିଶ୍‌ନଗର ମାମଲାରେ ଜାମିନ୍ ମିଳିନାହିଁ। ତେଣୁ ବର୍ତ୍ତମାନ ପାଇଁ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ।

Related story