ହାର୍ଦ୍ଦିକ ପଟେଲ ଗିରଫ, ଗୁଜରାଟରେ ଇଣ୍ଟରନେଟ୍ ସେବା ବନ୍ଦ

ଅହମ୍ମଦାବାଦ: ଗୁଜରାଟରେ ପଟେଲମାନଙ୍କୁ ଓବିସି ତାଲିକାଭୁକ୍ତ କରିବା ପାଇଁ ଆନ୍ଦୋଳନର ପୁରୋଧା ସାଜିଥିବା  ହାର୍ଦ୍ଦିକ ପଟେଲଙ୍କୁ ଆଜି ପୋଲିସ୍ ଗିରଫ କରିଛି। ଏକତା ରାଲି ଅବ୍ୟବହତି ପୂର୍ବରୁ ତାଙ୍କୁ ଅଟକ ରଖିଛି ସୁରଟ ପୋଲିସ୍। ତାଙ୍କୁ ଅଟକ ରଖାଯିବା ପରେ ପୂରା ଗୁଜରାଟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ହାର୍ଦ୍ଦିକଙ୍କୁ ଅଟକ କରାଯିବା ସଂପର୍କିତ ଗୁଜବ ଯେପରି ରାଜ୍ୟ ସାରା ନବ୍ୟାପିବ ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। କାରଣ ଗୁଜବ ଯୋଗୁଁ ହିଂସାକାଣ୍ଡ […]

hardik

hardik

Rakesh Mallick
  • Published: Saturday, 19 September 2015
  • Updated: 19 September 2015, 04:07 PM IST

Sports

Latest News

ଅହମ୍ମଦାବାଦ: ଗୁଜରାଟରେ ପଟେଲମାନଙ୍କୁ ଓବିସି ତାଲିକାଭୁକ୍ତ କରିବା ପାଇଁ ଆନ୍ଦୋଳନର ପୁରୋଧା ସାଜିଥିବା  ହାର୍ଦ୍ଦିକ ପଟେଲଙ୍କୁ ଆଜି ପୋଲିସ୍ ଗିରଫ କରିଛି। ଏକତା ରାଲି ଅବ୍ୟବହତି ପୂର୍ବରୁ ତାଙ୍କୁ ଅଟକ ରଖିଛି ସୁରଟ ପୋଲିସ୍। ତାଙ୍କୁ ଅଟକ ରଖାଯିବା ପରେ ପୂରା ଗୁଜରାଟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ହାର୍ଦ୍ଦିକଙ୍କୁ ଅଟକ କରାଯିବା ସଂପର୍କିତ ଗୁଜବ ଯେପରି ରାଜ୍ୟ ସାରା ନବ୍ୟାପିବ ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। କାରଣ ଗୁଜବ ଯୋଗୁଁ ହିଂସାକାଣ୍ଡ ଘଟି ପାରେ ବୋଲି ରାଜ୍ୟ ସରକାର ଆଶଙ୍କା କରି ଏଭଳି ପଦକ୍ଷେପ ନେଇଛନ୍ତି। ଆଜି ଦିନ ୧୨ଟାରୁ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି।

ଗୁଜରାଟ ପୋଲିସର ଡିଜି ପି.ସି. ଠାକୁର କହିଛନ୍ତି ଯେ ରାଜ୍ୟରେ ଆଇନ ଓ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅହମ୍ମଦାବାଦ ପୋଲିସ କମିଶନର ଶିବାନନ୍ଦ ଝା କହିଛନ୍ତି ଯେ ଅହମଦାବାଦରେ ଶନିବାର ଅପରାହ୍ନରୁ ରବିବାର ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ରାଜକୋଟ ଜିଲ୍ଲାପାଳ ପୂରା ଜିଲ୍ଲାରେ ଏକ ସପ୍ତାହ ପାଇଁ ଇଣ୍ଟରନେଟ୍ ସେବା ଉପରେ କଟକଣା ଜାରି କରିଛନ୍ତି।

ଆଜି ସୁରଟରେ ହାର୍ଦ୍ଦିକ ପଟେଲଙ୍କୁ ଅଟକ ରଖାଯିବା ପରେ ଜିଲ୍ଲାପାଳ ୨୪ ଘଣ୍ଟା ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ବ୍ୟାନ୍ ଜାରି କରିଥିଲେ।

ସୂଚନାଯୋଗ୍ୟ, ପଟେଲମାନଙ୍କୁ ଓବିସି ତାଲିକାଭୁକ୍ତ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ହାର୍ଦ୍ଦିକଙ୍କୁ ଗତ ଅଗଷ୍ଟ ୨୫ ତାରିଖରେ ଅଟକ ରଖାଯିବା ପରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା। ଏଥିରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ବି ହାର୍ଦ୍ଦିକଙ୍କୁ ନେଇ ଗୁଜବକୁ ରୋକିବାକୁ ସରକାର ସପ୍ତାହେ ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story