ମୃତ ଛାତ୍ରୀଙ୍କ ହତ୍ୟା ନେଇ ସନ୍ଦେହ ଘନିଭୂତ

ହରିୟାଣା: ଜିନ୍ଦରୁ ଉଦ୍ଧାର ମୃତ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଘନିଭୂତ ହୋଇଛି। ଶରୀରରେ କ୍ଷତଚିହ୍ନ ମିଳିବା ପରେ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ଟିମ ଆଶଙ୍କା କରୁଛି।  ମୃତକଙ୍କ ଶରୀରରେ ୧୯ରୁ ଅଧିକ ସ୍ଥାନରେ କ୍ଷତଚିହ୍ନ ରହିଛି।  ଛାତ୍ରୀଜଣଙ୍କ ପ୍ରତିବାଦ କରିଥିଲେ ମଧ୍ୟ ତାଙ୍କ ଛାତି ଉପରେ ବସି ମୁହଁକୁ ଚାପି ଦିଆଯାଇଛି ବୋଲି ଡାକ୍ତରୀ ଟିମ୍ କହିଛନ୍ତି। ଗଣଦୁଷ୍କର୍ମରେ ସାମିଲଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର […]

jjjpg

jjjpg

Rakesh Mallick
  • Published: Monday, 15 January 2018
  • Updated: 15 January 2018, 10:43 PM IST

Sports

Latest News

ହରିୟାଣା: ଜିନ୍ଦରୁ ଉଦ୍ଧାର ମୃତ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଘନିଭୂତ ହୋଇଛି। ଶରୀରରେ କ୍ଷତଚିହ୍ନ ମିଳିବା ପରେ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ଟିମ ଆଶଙ୍କା କରୁଛି।  ମୃତକଙ୍କ ଶରୀରରେ ୧୯ରୁ ଅଧିକ ସ୍ଥାନରେ କ୍ଷତଚିହ୍ନ ରହିଛି।  ଛାତ୍ରୀଜଣଙ୍କ ପ୍ରତିବାଦ କରିଥିଲେ ମଧ୍ୟ ତାଙ୍କ ଛାତି ଉପରେ ବସି ମୁହଁକୁ ଚାପି ଦିଆଯାଇଛି ବୋଲି ଡାକ୍ତରୀ ଟିମ୍ କହିଛନ୍ତି।

ଗଣଦୁଷ୍କର୍ମରେ ସାମିଲଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣଙ୍କ ନିଖୋଜ ହେବାର ସାତଦିନ ପରେ ତାଙ୍କର ମୃତ ଦେହକୁ ଘରଠାରୁ ୧୦୦କିମି ଦୂର ଜିନ୍ଦରୁ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story