ହରିୟାଣା: ପାରା ଚୋରି ଅଭିଯୋଗରେ ଗିରଫ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା

ଗୋହାନା: ହରିୟାଣାର ଗୋହାନାରେ ପାରା ଚୋରି ଅଭିଯୋଗରେ ଗିରଫ ହୋଇଥିବା ୧୫ ବର୍ଷର ନାବାଳକ ଗୋବିନ୍ଦଙ୍କ ମୃତ୍ୟୁ ଘଟିଛି। ପୋଲିସ ହେପାଜତରେ ଥିବା ବେଳେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସେମାନେ ଗୋବିନ୍ଦଙ୍କୁ ଥାନରୁ ମୁକୁଳାଇବାକୁ ଯାଇଥିବା ବେଳେ ପୋଲିସ କର୍ମଚାରୀମାନେ ଟଙ୍କା ମାଗିଥିଲେ । ପରିବାର ପକ୍ଷରୁ ୧୦ ହଜାର ଟଙ୍କା ଦିଆଯାଇଥିଲା । ମାତ୍ର ଆଉ ୫ ହଜାର ଟଙ୍କା ଦେବାକୁ […]

hariyana

hariyana

Rakesh Mallick
  • Published: Friday, 23 October 2015
  • Updated: 23 October 2015, 08:12 AM IST

Sports

Latest News

ଗୋହାନା: ହରିୟାଣାର ଗୋହାନାରେ ପାରା ଚୋରି ଅଭିଯୋଗରେ ଗିରଫ ହୋଇଥିବା ୧୫ ବର୍ଷର ନାବାଳକ ଗୋବିନ୍ଦଙ୍କ ମୃତ୍ୟୁ ଘଟିଛି। ପୋଲିସ ହେପାଜତରେ ଥିବା ବେଳେ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସେମାନେ ଗୋବିନ୍ଦଙ୍କୁ ଥାନରୁ ମୁକୁଳାଇବାକୁ ଯାଇଥିବା ବେଳେ ପୋଲିସ କର୍ମଚାରୀମାନେ ଟଙ୍କା ମାଗିଥିଲେ । ପରିବାର ପକ୍ଷରୁ ୧୦ ହଜାର ଟଙ୍କା ଦିଆଯାଇଥିଲା । ମାତ୍ର ଆଉ ୫ ହଜାର ଟଙ୍କା ଦେବାକୁ ସେମାନଙ୍କୁ କୁହାଯାଇଥିଲା । ପରଦିନ ଗୋବିନ୍ଦଙ୍କ ମାଆ ଟଙ୍କା ନେଇ ଥାନାକୁ ଯାଇଥିଲେ । ସେଠାରେ ଗୋବିନ୍ଦ ଫେରାର ହୋଇଯାଇଥିବା ପୋଲିସ କହିଥିଲା । ପରେ ସନ୍ଦେହଜନକ ଭାବେ ଗୋବିନ୍ଦଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ପୋଲିସ ତାକୁ ପିଟି ପିଟି ମାରି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହାକୁ ନେଇ ଗାଁରେ ଆଜି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବାର ଲୋକେ ଗ୍ରାମବାସୀଙ୍କ ସହ ମିଶି ରେଳରୋକ କରିଥିଲେ । ପ୍ରଶାସନ ପକ୍ଷରୁ ମୃତ ଗୋବିନ୍ଦଙ୍କ ପରିବାରକୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ସହ ୨ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପରେ ଉତ୍ତ୍ୟକ୍ତ ଲୋକେ ଶାନ୍ତ ହୋଇଥିଲେ । ସପ୍ତାହକ ମଧ୍ୟରେ ଦଳିତଙ୍କୁ ହତ୍ୟା କରାଯିବାରେ ହରିୟାନାରେ ଏହା ହେଉଛି ଦ୍ୱିତୀୟ ଘଟଣା । ପୂର୍ବରୁ ବଲ୍ଲଭଗଡରେ ଦୁଇଜଣ ଦଳିତ ପିଲାଙ୍କୁ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story