ଟୁମକୁର ଆସନରୁ ଲଢ଼ିବେ ଦେବେଗୌଡ଼ା

ବେଙ୍ଗାଲୁରୁ: ୨୦୧୪ ଭଳି ୨୦୧୯ରେ ମଧ୍ୟ ନିର୍ବାଚନ ଲଢ଼ିବେ ଜେଡିଏସ୍‌ ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା। କିନ୍ତୁ ଏଥର ସେ ହାସନ ନିର୍ବାଚନମଣ୍ଡଳୀ ନୁହେଁ, ଟୁମକୁର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ କରି ଚଳିତ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମେଣ୍ଟ ଘୋଷଣା ପରେ ଦେବେଗୌଡ଼ା ତାଙ୍କର ହାସନ ଆସନକୁ ତାଙ୍କ ନାତି ପରଜାୱାଲ ରେଭାନ୍ନାଙ୍କୁ ଦେଇ ଦେଇଥିଲେ। ତେଣୁ ଦେବେଗୌଡ଼ା ଏଥର ନିର୍ବାଚନ […]

hg

hg

Hemant Lenka
  • Published: Saturday, 23 March 2019
  • Updated: 23 March 2019, 08:31 PM IST

Sports

Latest News

ବେଙ୍ଗାଲୁରୁ: ୨୦୧୪ ଭଳି ୨୦୧୯ରେ ମଧ୍ୟ ନିର୍ବାଚନ ଲଢ଼ିବେ ଜେଡିଏସ୍‌ ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା। କିନ୍ତୁ ଏଥର ସେ ହାସନ ନିର୍ବାଚନମଣ୍ଡଳୀ ନୁହେଁ, ଟୁମକୁର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।

କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ କରି ଚଳିତ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମେଣ୍ଟ ଘୋଷଣା ପରେ ଦେବେଗୌଡ଼ା ତାଙ୍କର ହାସନ ଆସନକୁ ତାଙ୍କ ନାତି ପରଜାୱାଲ ରେଭାନ୍ନାଙ୍କୁ ଦେଇ ଦେଇଥିଲେ। ତେଣୁ ଦେବେଗୌଡ଼ା ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ସେ ଏବେ ପୁଣିଥରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story