ଗାନ୍ଧିଜୀ କିଭଳି ଆତ୍ମହତ୍ୟା କଲେ? ସ୍କୁଲ ପରୀକ୍ଷାରେ ପ୍ରଶ୍ନ
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧି କିଭଳି ଆତ୍ମହତ୍ୟା କରିଛନ୍ତି? ଏଭଳି ଏକ ପ୍ରଶ୍ନ ଗୁଜରାଟର ଏକ ସ୍କୁଲ ପରୀକ୍ଷାରେ ପଡ଼ିଥିଲା। ଯାହାକୁ ଆଜି ଲୋକସଭାରେ କେରଳର କଂଗ୍ରେସ ସାଂସଦ ଶ୍ରୀକନ୍ଦନ ଉଠାଇଛନ୍ତି। ସରକାର ଏ ବାବଦରେ ଜାଣିଛନ୍ତି କି ନାହିଁ ସାଂସଦ ପ୍ରଶ୍ନ କରିଥିଲେ। ଜବାବରେ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଗୋଟିଏ ଧାଡ଼ିରେ କହିଥିଲେ, ‘ସମସ୍ତ ତଥ୍ୟ ଏକତ୍ରିତ କରାଯାଉଛି’।
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧି କିଭଳି ଆତ୍ମହତ୍ୟା କରିଛନ୍ତି? ଏଭଳି ଏକ ପ୍ରଶ୍ନ ଗୁଜରାଟର ଏକ ସ୍କୁଲ ପରୀକ୍ଷାରେ ପଡ଼ିଥିଲା। ଯାହାକୁ ଆଜି ଲୋକସଭାରେ କେରଳର କଂଗ୍ରେସ ସାଂସଦ ଶ୍ରୀକନ୍ଦନ ଉଠାଇଛନ୍ତି। ସରକାର ଏ ବାବଦରେ ଜାଣିଛନ୍ତି କି ନାହିଁ ସାଂସଦ ପ୍ରଶ୍ନ କରିଥିଲେ।
ଜବାବରେ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଗୋଟିଏ ଧାଡ଼ିରେ କହିଥିଲେ, ‘ସମସ୍ତ ତଥ୍ୟ ଏକତ୍ରିତ କରାଯାଉଛି’।